Romanos 2
DSO vs ACF
1 ତେବେ ଏ ମର୍ ମଇତର୍ମନ୍, ତମେ କାଇ ବିନ୍ ଲକର୍ ବିଚାର୍ କଲାସ୍ନି କି ? ତମେ ଜେ ଅଇରଇଲେ ମିସା, ଏନ୍ତି କର୍ବାଟା ଟିକ୍ ନଏଁ । ବିନ୍ ଲକର୍ ଦସ୍ଦାରି ତମେ ଜଦି ନିଜେ ସେ ଦସ୍ କର୍ତେ ରଇସା ବଇଲେ, ତମେ ନିଜେ, ନିଜ୍କେ ଦସି ବଲାଇ ଅଇଲାସ୍ନି ।
1 Portanto, és inescusável quando julgas, ó homem, quem quer que sejas, porque te condenas a ti mesmo naquilo em que julgas a outro; pois tu, que julgas, fazes o mesmo.
2 ଆମେ ଜାନୁ, ପରମେସର୍ ଏନ୍ତି କର୍ତେ ରଇବା ଲକ୍ମନ୍କେ ଟିକ୍ ସଙ୍ଗ୍ ବିଚାର୍ କର୍ସି ।
2 E bem sabemos que o juízo de Deus é segundo a verdade sobre os que tais coisas fazem.
3 ଜନ୍ କାରାପ୍ କାମର୍ ଲାଗି ତମେ ବିନ୍ ଲକ୍ମନର୍ ଦସ୍ ଦାର୍ଲାସ୍ନି, ସେଟା ତମେ ନିଜେ କର୍ତେ ରଇସା, ସେଟାର୍ ପାଇ ତମେ ପରମେସରର୍ ବିଚାର୍ ଜାଗାଇ ଟିଆ ନଉଁ ବଲି ବାବ୍ଲାସ୍ନି କି ?
3 E tu, ó homem, que julgas os que fazem tais coisas, cuidas que, fazendo-as tu, escaparás ao juízo de Deus?
4 ସେନ୍ତି ବଇଲେ ତା, ତମେ ପରମେସରର୍ ବେସି ଜିବନ୍ ଦୁକାଇଲାଟା, ଉଦାର୍ କର୍ବାଟା ଆରି ମୁରଚ୍ବାଟାକେ ନାମାସ୍ ନାଇ । ତମେ ସତଇସେ ଜାନିଆଚାସ୍ ଜେ, ତମର୍ ମନେ କାରାପ୍ କାମ୍ ଅଇଲାଟା ମାନିଅଇବାକେ ପରମେସର୍ ଏଡେକ୍ ଦୟା କଲାଆଚେ ।
4 Ou desprezas tu as riquezas da sua benignidade, e paciência e longanimidade, ignorando que a benignidade de Deus te leva ao arrependimento?
5 ମାତର୍ ତମେ ବଡ୍ପନିଆ ଆରି ମନ୍ ଜିଦିଆ । ସେଟାର୍ ପାଇ ସାରାସାରି ବିଚାର୍ନା ଦିନେ ପରମେସର୍ ଟିକ୍ ସଙ୍ଗ୍ ତାର୍ ବିଚାର୍ନା ଦେକାଇସି । ସେ ରିସାର୍ ଦିନେ ନିଜର୍ ପାଇ ରିସା ଟୁଲିଆଇଲାସ୍ନି ।
5 Mas, segundo a tua dureza e teu coração impenitente, entesouras ira para ti no dia da ira e da manifestação do juízo de Deus;
6 କାଇକେବଇଲେ ପରମେସର୍ ସେ ଦିନେ ତାର୍ କରମ୍ ଇସାବେ ସବୁକେ ପୁରୁସ୍କାର୍ ଦେଇସି ।
6 O qual recompensará cada um segundo as suas obras; a saber:
7 ଜନ୍ ଲକ୍ମନ୍ ଡାକ୍ପୁଟା, ସନ୍ମାନ୍ ଆରି ଅମର୍ ଅଇବା ଆସାଇ ମୁର୍ଚିକରି ସତ୍କାମ୍ କରିଜିବାଇ, ସେମନ୍କେ ପରମେସର୍ ନ ସାର୍ବା ଜିବନ୍ ଦେଇସି ।
7 A vida eterna aos que, com perseverança em fazer bem, procuram glória, honra e incorrupção;
8 ମାତର୍ ଜନ୍ ଲକ୍ମନ୍ ନିଜର୍ ଲାବ୍ ଆରି ସତ୍ ରଇବା ବିସଇ ନ ମାନି, ମିଚ୍କାତା ମାନ୍ବାଇ, ସେମନର୍ ଉପ୍ରେ ବଡ୍ ରିସା ଆଇସି ।
8 Mas a indignação e a ira aos que são contenciosos, desobedientes à verdade e obedientes à iniqüidade;
9 ଜନ୍ ଲକ୍ମନ୍ କାରାପ୍ କାମେ ବୁଡି ଆଚତ୍, ସେମନର୍ ପାଇ କସ୍ଟ ଆରି ଦୁକର୍ ଦିନ୍ ଆଇଲାନି । ସବୁକେ ଆଗ୍ତୁ ଜିଉଦିକେ ଆରି ତାର୍ ପଚେ ଜିଉଦି ନଇଲା ଲକ୍ମନର୍ ପାଇ ।
9 Tribulação e angústia sobre toda a alma do homem que faz o mal; primeiramente do judeu e também do grego;
10 ମାତର୍ ଜନ୍ ଲକ୍ମନ୍ ସତ୍ ଇସାବେ କାମ୍ କଲାଇନି, ସେମନ୍ ଜିଉଦି ଅଅତ୍ କି ଜିଉଦି ନଇଲା ଲକ୍ ଅଅତ୍, ସେମନ୍କେ ପରମେସର୍ ଡାକ୍ପୁଟାକରି ସନ୍ମାନ୍ ଆରି ସାନ୍ତି ଦେଇସି ।
10 Glória, porém, e honra e paz a qualquer que pratica o bem; primeiramente ao judeu e também ao grego;
11 କାଇକେ ବଇଲେ ପରମେସର୍ ଗଟେକ୍ ତୁଲାଇସେ ସବୁର୍ ବିଚାର୍ କର୍ସି ।
11 Porque, para com Deus, não há acepção de pessoas.
12 ଜିଉଦି ନଇଲା ଲକ୍ମନ୍, ମସା ଲେକ୍ଲା ନିୟମ୍ ପାଅତ୍ ନାଇ । ନିୟମ୍ ନ ପାଇ ପାପ୍ କଲାଇ, ସେମନ୍ ନିୟମ୍ ନ ଅଇତେ କୁରୁପ୍ନାସ୍ ଅଇବାଇ । ଆରି ଗଟେକ୍ବାଟେ ଜିଉଦିମନ୍ ନିୟମ୍ ଜାନିକରି ମିସା, ପାପ୍ କଲାଇ, ସେମନ୍ ସେ ନିୟମ୍ ଇସାବେ ଡଣ୍ଡ୍ ପାଇବାଇ ।
12 Porque todos os que sem lei pecaram, sem lei também perecerão; e todos os que sob a lei pecaram, pela lei serão julgados.
13 କାଇକେବଇଲେ ଲକ୍ମନ୍ ଉଜେ ନିୟମ୍ ସୁନ୍ଲେସେ ପରମେସରର୍ ମୁଆଟେ ଦରମ୍ ଲକ୍ ବଲି ଏଜାଇଅଇ ନାପାରତ୍, ମାତର୍ ନିୟମ୍ ନାମ୍ଲେସେ ଅଇପାରତ୍ ।
13 Porque os que ouvem a lei não são justos diante de Deus, mas os que praticam a lei hão de ser justificados.
14 ଜିଉଦିନଇଲା ଲକ୍ମନର୍ ନିୟମ୍ ନାଇ, ମାତର୍ ସେମନ୍ ଅବିଆସ୍ କରି ନିୟମର୍ ବିଦିମନ୍ ନାମ୍ବାଇ, ସେଟାସେ ସେମନର୍ ନିୟମ୍ ପାରା ।
14 Porque, quando os gentios, que não têm lei, fazem naturalmente as coisas que são da lei, não tendo eles lei, para si mesmos são lei;
15 ସେମନର୍ କାମ୍ଦାମ୍ଟାନେଅନି ଟିକ୍ ସଙ୍ଗ୍ ଜାନାପଡ୍ଲାନି ଜେ, ନିୟମର୍ ବିଦିବିଦାନ୍ ସେମନର୍ ମନେ ଲେକାଅଇଲା ଆଚେ । ଏ କାତା ସତ୍, ସେମନର୍ ବିବେକ୍ ଟିକ୍ ବଲି କଇବା ଚଲାଚଲ୍ତିଅନି ଜାନାପଡ୍ଲା । ଜେନ୍ତାରିକି ସତ୍ କାମ୍ କଲାବେଲେ ତାକର୍ ବିବେକ୍, ଉଁ ବଲି କଇସି, ଆରି କାରାପ୍ କାମ୍ କଲାବେଲେ ବିବେକ୍ ସେମନ୍କେ ଦସି କରାଇସି ।
15 Os quais mostram a obra da lei escrita em seus corações, testificando juntamente a sua consciência, e os seus pensamentos, quer acusando-os, quer defendendo-os;
16 ଜନ୍ ଦିନେ ପରମେସର୍ ଜିସୁକିରିସ୍ଟର୍ ଟାନେଅନି ମୁନୁସର୍ ବିତ୍ରେ ଲୁଚ୍ଲା ବିସଇମନ୍ ବିଚାର୍ କର୍ସି, ସେ ଦିନେ ମୁଇ ଜାନାଇ ରଇଲା ସୁବ୍କବର୍ ଇସାବେ ଏ ସବୁ ଗଟ୍ସି ।
16 No dia em que Deus há de julgar os segredos dos homens, por Jesus Cristo, segundo o meu evangelho.
17 ତମେମନ୍ ତେବେ ? ନିଜ୍କେ ଜିଉଦି ବଲାଇଅଇଲାସ୍ନି, ନିୟମ୍କେ ଆସାକରି ଆରି ପରମେସର୍ ସଙ୍ଗ୍ ମିସାବିଡା କର୍ବାଟା ନେଇ ବଡ୍ପନ୍ ଅଇଲାସ୍ନି,
17 Eis que tu que tens por sobrenome judeu, e repousas na lei, e te glorias em Deus;
18 ପରମେସର୍ ତମର୍ଟାନେଅନି କାଇଟା ମନ୍ କଲାନି ସେଟା ତମେ ଜାନିଆଚାସ୍ । ଆରି ନିୟମେଅନି ସତ୍ ଆରି ସତ୍ ନ ଅଇବା ଗିଆନ୍ ପାଇଆଚାସ୍,
18 E sabes a sua vontade e aprovas as coisas excelentes, sendo instruído por lei;
19 ସତଇସେ ଜାନିଆଚାସ୍ ଜେ, ତମେ କାଣାକେ ବାଟ୍ଦେକାଇବା ଲକ୍, ଆନ୍ଦାରେ ରଇବା ଲକ୍ମନର୍ ପାଇ ଉଜଲ୍ ପାରା ।
19 E confias que és guia dos cegos, luz dos que estão em trevas,
20 ବକୁଆମନ୍କେ ନିମାନ୍ କାତା କଇବା ଲକ୍, ଗିଆନ୍ ନ ରଇବା ଲକ୍ମନର୍ ଗୁରୁ । ତମେ ବିସ୍ବାସ୍ କଲାସ୍ନି ଜେ, ନିୟମ୍ ଜାନିକରି ପୁରାପୁରୁନ୍ ସତ୍ ଆରି ଗିଆନ୍ ପାଇଆଚାସ୍ ବଲି ।
20 Instruidor dos néscios, mestre de crianças, que tens a forma da ciência e da verdade na lei;
21 ତମେ ବିନ୍ଲକ୍ମନ୍କେ ସିକାଇଲାସ୍ନି, ମାତର୍ କାଇକେ ନିଜେ ସିକାସ୍ ନାଇ ? ଚରାଇବାର୍ ନାଇ ବଲି ସିକିଆ ଦେଇ ନିଜେ ଚରାଇଲାସ୍ନି କି ?
21 Tu, pois, que ensinas a outro, não te ensinas a ti mesmo? Tu, que pregas que não se deve furtar, furtas?
22 ପାଦ୍ରା କାମ୍ କରାନାଇ ବଲି କଇ, ନିଜେ ପାଦ୍ରା କାମ୍ କଲାସ୍ନି କି ? ପୁତ୍ଲା ପୁଜାକେ ଗିନ୍ କରି ଦେଉଲର୍ ଦିନ୍ସୁ ଚର୍ଲାସ୍ନି କି ?
22 Tu, que dizes que não se deve adulterar, adulteras? Tu, que abominas os ídolos, cometes sacrilégio?
23 ପରମେସରର୍ ନିୟମ୍ ମିଲାଇଆଚୁ ବଲି ବଡ୍ପନ୍ ଦେକାଇଲାସ୍ନି, ମାତର୍ ସେଟାକେ ଏଡିଦେଇକରି ତାକେ ଲାଜ୍ କରାଇଲାସ୍ନି କି ?
23 Tu, que te glorias na lei, desonras a Deus pela transgressão da lei?
24 ସାସ୍ତରେ ଲେକାଅଇଲା ଆଚେ, “ତମର୍ଲାଗି ଜିଉଦି ନଇଲା ଲକ୍ମନର୍ ବିତ୍ରେ ପରମେସର୍ ନିନ୍ଦା ପାଇଲାନି ।”
24 Porque, como está escrito, o nome de Deus é blasfemado entre os gentios por causa de vós.
25 ଜଦି ତମେ ନିୟମ୍ ମାନ୍ଲେ, ତମର୍ ସୁନତ୍ ଅଇବାଟା ଟିକ୍ ଆଚେ । ଜଦି ନିୟମ୍ ନ ମାନ୍ଲେ ସୁନତ୍ ନ ଅଇଲା ଲକ୍ମନର୍ ସଙ୍ଗ୍ ସମାନ୍ ।
25 Porque a circuncisão é, na verdade, proveitosa, se tu guardares a lei; mas, se tu és transgressor da lei, a tua circuncisão se torna em incircuncisão.
26 ଜଦି ସୁନତ୍ ନ ଅଇଲା ଗଟେକ୍ ଜିଉଦି ନଇଲା ଲକ୍ ନିୟମର୍ ବିଦିବିଦାନ୍ ସବୁ ନାମ୍ତେ ରଇସି, ପରମେସର୍ ତାକେ ସୁନତ୍ ଲକ୍ ଇସାବେ ନ ଡାକେ କି ?
26 Se, pois, a incircuncisão guardar os preceitos da lei, porventura a incircuncisão não será reputada como circuncisão?
27 ସେଟାର୍ ପାଇ ଗାଗ୍ଡେ ସୁନତ୍ ନ ଅଇରଇଲା ଜିଉଦି ନ ଅଇଲା ଲକ୍ମନ୍, ନିୟମ୍ ମାନିକରି ତମର୍ ବିଚାର୍ କର୍ବାଇ, କାଇକେ ବଇଲେ ତମେ ଗାଗ୍ଡେ ସୁନତ୍ ଅଇ ନିୟମ୍ ପାଇରଇଲେ ମିସା, ସେଟା ନାମାସ୍ ନାଇ ।
27 E a incircuncisão que por natureza o é, se cumpre a lei, não te julgará porventura a ti, que pela letra e circuncisão és transgressor da lei?
28 ଉଜେ ଗାଗ୍ଡେ ସୁନତ୍ ଅଇ ଉପ୍ରେ ଉପ୍ରେ ଜିଉଦି ବଲି ଚିନାଇଅଇବା ଲକ୍ ସତଇସେ ଜିଉଦି ନଅତ୍ ।
28 Porque não é judeu o que o é exteriormente, nem é circuncisão a que o é exteriormente na carne.
29 ଜେ ମନ୍ ବିତ୍ରେଅନି ଜିଉଦି, ସେ ଅଇଲାନି ସତଇସେ ଜିଉଦି । ସତଇସେ ସୁନତ୍ ମନ୍ ବିତ୍ରର୍ ବିସଇ । ସେଟା ସୁକଲ୍ ଆତ୍ମାର୍ କାମ୍ । ଲେକ୍ଲା ନିୟମ୍ ସେଟା କରିନାପାରେ । ଏନ୍ତାରି ଲକ୍ ଲକ୍ମନର୍ଟାନେଅନି ଡାକ୍ପୁଟା ନ ପାଏ, ମାତର୍ ପରମେସର୍ଅନି ପାଇସି ।
29 Mas é judeu o que o é no interior, e circuncisão a que é do coração, no espírito, não na letra; cujo louvor não provém dos homens, mas de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?