Mateus 3

Oriya Bible (GL_ORIYA) vs ACF

Sair da comparação
ACF Almeida Corrigida Fiel
1 ସହେି ସମୟରେ ବାପ୍ତିଜକ ଯୋହନ ଆସି ୟିହୂଦା ପ୍ରଦେଶର ପ୍ରାନ୍ତର ମଧିଅରେ ଘାଷେଣା କରି କହିବାକୁ ଲାଗିଲେ
1 E, naqueles dias, apareceu João o Batista pregando no deserto da Judéia,
2 ତୁମ୍ଭମାନଙ୍କର ଜୀବନ ଓ ହୃଦୟ ପରିବର୍ତ୍ତନ କର, କାରଣ ସ୍ବର୍ଗ ରାଜ୍ଯ ଶୀଘ୍ର ଆସୁଅଛି।
2 E dizendo: Arrependei-vos, porque é chegado o reino dos céus.
3 ସହେି ଯୋହନଙ୍କ ବଷୟ ରେ ଭବିଷ୍ଯଦ୍ବକ୍ତା ୟିଶାଇୟ କହୁଥିଲେ,ପ୍ରାନ୍ତର ରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ବର। 'ପ୍ରଭୁଙ୍କର ପଥ ପ୍ରସ୍ତୁତ କର, ତାହାଙ୍କ ରାଜପଥ ସଳଖ କର। ୟିଶାଇୟ 40:3
3 Porque este é o anunciado pelo profeta Isaías, que disse:Voz do que clama no deserto:Preparai o caminho do Senhor,Endireitai as suas veredas.
4 ଯୋହନଙ୍କ ବସ୍ତ୍ର ଓଟ ଲୋମ ରେ ତିଆରି ହାଇେଥିଲା। ସେ ଅଣ୍ଟା ରେ ଚମଡା ପଟି ବାନ୍ଧିଥିଲେ। ପଙ୍ଗପାଳ ଓ ବନମଧୁ ତାହାଙ୍କର ଖାଦ୍ୟ ଥିଲା।
4 E este João tinha as suas vestes de pelos de camelo, e um cinto de couro em torno de seus lombos; e alimentava-se de gafanhotos e de mel silvestre.
5 ସେ ସମୟରେ ୟିରୂଶାଲମ,ସମଗ୍ର ୟିହୂଦା ରାଜ୍ଯ ଓ ୟର୍ଦ୍ଦନ ନଦୀର ଦୁଇପାଖ ଅଞ୍ଚଳ ରେ ଥିବା ଲୋକେ ଯୋହନଙ୍କ ପାଖକୁ ଉପଦେଶ ଶୁଣିବାକୁ ଆସିଲେ।
5 Então ia ter com ele Jerusalém, e toda a Judéia, e toda a província adjacente ao Jordão;
6 ସମାନେେ ନିଜ ନିଜ ପାପ ସ୍ବୀକାର କଲେ। ଯୋହନ ୟର୍ଦ୍ଦନ ନଦୀ ରେ ସମାନଙ୍କେ ବାପ୍ତିସ୍ମ ଦେଲେ।
6 E eram por ele batizados no rio Jordão, confessando os seus pecados.
7 ଅନକେ ଫାରୂଶୀ ଓ ସାଦ୍ଦୂକୀ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସମାନଙ୍କେୁ ଦେଖି ଯୋହନ କହିଲେ, ହେ କାଳସର୍ପ ଗଣା ତୁମ୍ଭେ ପ୍ରଭୁଙ୍କ ଆଗାମୀ କୋର୍ଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚତାବେନୀ ଦଲୋ?
7 E, vendo ele muitos dos fariseus e dos saduceus, que vinham ao seu batismo, dizia-lhes: Raça de víboras, quem vos ensinou a fugir da ira futura?
8 ତୁମ୍ଭକୁ ନିଜର କାର୍ୟ୍ଯ ଦ୍ବାରା ପ୍ରକାଶ କରିବାକୁ ହବେ ଯେ, ତୁମ୍ଭେ ବାସ୍ତବ ରେ ମନପରିର୍ତ୍ତନ କରିଛ।
8 Produzi, pois, frutos dignos de arrependimento;
9 ତୁମ୍ଭମାନେେ ନିଜକୁ ଅବ୍ରାହାମ ସନ୍ତାନ ବୋଲି କହି ଦେଲେ ଯେ ୟଥେଷ୍ଟ ହାଇଗେଲା, ସେ କଥା କବେେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ବର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡିକରୁ ମଧ୍ଯ ସନ୍ତାନ ସୃଷ୍ଟି କରିପାରିବେ।
9 E não presumais, de vós mesmos, dizendo: Temos por pai a Abraão; porque eu vos digo que, mesmo destas pedras, Deus pode suscitar filhos a Abraão.
10 ଗଛର ମୂଳ ଉପରେ କୁରାଢି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାଁନ୍ତି, ସଗେୁଡିକୁ କାଟି ନିଆଁ ରେ ପକଇେ ଦିଆୟିବ।
10 E também agora está posto o machado à raiz das árvores; toda a árvore, pois, que não produz bom fruto, é cortada e lançada no fogo.
11 ତୁମ୍ଭମାନେେ ମନପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳ ରେ ବାପ୍ତିସ୍ମ ଦେଉଛି, କିନ୍ତୁ ମାେ ପରେ ଯେ ଆସୁଛନ୍ତି, ସେ ମାେ'ଠାରୁ ମହାନ। ମୁଁ ତ ତାହାଙ୍କର ଜୋତାବୋହି ନବୋକୁ ମଧ୍ଯ ୟୋଗ୍ଯ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନି ରେ ବାପ୍ତିସ୍ମ ଦବେେ।
11 E eu, em verdade, vos batizo com água, para o arrependimento; mas aquele que vem após mim é mais poderoso do que eu; cujas alparcas não sou digno de levar; ele vos batizará com o Espírito Santo, e com fogo.
12 ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।
12 Em sua mão tem a pá, e limpará a sua eira, e recolherá no celeiro o seu trigo, e queimará a palha com fogo que nunca se apagará.
13 ସହେି ସମୟରେ ଯୋହନଙ୍କଠାରୁ ବାପ୍ତିସ୍ମ ନବୋପାଇଁ ଯୀଶୁ ଗାଲିଲୀରୁ ୟର୍ଦ୍ଦନ ନଦୀ କୂଳକୁ ଆସିଲେ।
13 Então veio Jesus da Galiléia ter com João, junto do Jordão, para ser batizado por ele.
14 କିନ୍ତୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ତାହାଙ୍କଠା ରେ ନବୋ ପାଇଁ ମନା କରିବାକୁ ଚେଷ୍ଟା କରି କହିଲେ, ମାରେ ତୁମ୍ଭଠାରୁ ବାପ୍ତସ୍ମ ନବୋ ଦରକାର। ତୁମ୍ଭେ ମାେ ପାଖକୁ କାହିଁକି ଆସିଛ?
14 Mas João opunha-se-lhe, dizendo: Eu careço de ser batizado por ti, e vens tu a mim?
15 ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ। ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।
15 Jesus, porém, respondendo, disse-lhe: Deixa por agora, porque assim nos convém cumprir toda a justiça. Então ele o permitiu.
16 ଯୀଶୁ ବାପ୍ତିଜିତ ହେଲେ। ଯୀଶୁ ଜଳରୁ ବାହାରିବା ମାତ୍ ରେ ଆକାଶ ଖାଲିଗେଲା, ଏବଂ ସେ ପରମେଶ୍ବରଙ୍କ ଆତ୍ମାକୁ ଗୋଟିଏ କପୋତ ରୁପରେ ତଳକୁ ଓହ୍ଲଇେ ତାହାଙ୍କ ଉପରକୁ ଆସୁଥିବାର ଦେଖିଲେ।
16 E, sendo Jesus batizado, saiu logo da água, e eis que se lhe abriram os céus, e viu o Espírito de Deus descendo como pomba e vindo sobre ele.
17 ସେତବେେଳେ ଆକାଶରୁ ଏହି ବାଣୀ ହେଲା: ଏ ମାରେ ପ୍ରୟ ପୁତ୍ର ଓ ମୁଁ ତାହାଙ୍କୁ ପ୍ ରମେ କରେ। ମୁଁ ତାହାଙ୍କ ଉପରେ ପରମ ସନ୍ତୁଷ୍ଟ।
17 E eis que uma voz dos céus dizia: Este é o meu Filho amado, em quem me comprazo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Mateus 3, comparar traduções ou montar um estudo — tudo direto pelo WhatsApp.