Josué 6

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ଯିରୀହାେ ସହର ବନ୍ଦ ଥିଲା ଓ ଜଗା ହାଇେଥିଲା। ସହେି ସହରର ଲୋକମାନେ ଭୟଭୀତ ହାଇେ ୟାଇଥିଲେ। କାରଣ ଇଶ୍ରାୟେଲର ଲୋକମାନେ ସହେି ସହରର ନିକଟରେ ଥିଲେ, କୌଣସି ଲୋକ ସହେି ସହରର ଭିତରକକ୍ସ୍ଟ ପଶକ୍ସ୍ଟ ନ ଥିଲେ କି କହେି ମଧ୍ଯ ସହର ଭିତରକ୍ସ୍ଟ ବାହାରକକ୍ସ୍ଟ ମଧ୍ଯ ଆସକ୍ସ୍ଟ ନ ଥିଲେ।
1 Ora, Jericó se conservava rigorosamente fechada por causa dos filhos de Israel; ninguém saía nem entrava.
2 ତେଣୁ ଯିହାଶୂେୟଙ୍କକ୍ସ୍ଟ ସଦାପ୍ରଭୁ ପକ୍ସ୍ଟଣିଥରେ କହିଲେ, ଦେଖ, ଯିରୀହାେ ନଗର ସହିତ ରାଜାମାନଙ୍କୁ ଓ ଶକ୍ତିଶାଳୀ ୈସନ୍ଯମାନଙ୍କୁ ପରାସ୍ତ କରିବାକୁ ମୁ ତୁମ୍ଭକୁ ଅନକ୍ସ୍ଟମତି ଦବେି।
2 Então disse o Senhor a Josué: Olha, entrego na tua mão Jericó, o seu rei e os seus homens valorosos.
3 ପ୍ରେତ୍ୟକକ ଦିନ ଥରେ ସମସ୍ତ ଯୋଦ୍ଧା ନଗର ଗ୍ଭରିଆଡେ ପ୍ରଦକ୍ଷିଣ କରିବେ। ଏହି ପ୍ରକାର ତୁମ୍ଭମାନେେ ଛଅ ଦିନ ଧରି କରିବା ଉଚିତ୍।
3 Vós, pois, todos os homens de guerra, rodeareis a cidade, contornando-a uma vez por dia; assim fareis por seis dias.
4 ସାତାଟେି ମଷେଶିଙ୍ଗା ସହିତ ସାତଜଣ ଯାଜକ ପବିତ୍ର ସିନ୍ଦକ୍ସ୍ଟକ ସମ୍ମକ୍ସ୍ଟଖକକ୍ସ୍ଟ ଯିବେ। ଆଉ ସଲ୍ଗମ ଦିନ ରେ ତୁମ୍ଭମାନେେ ସାତଥର ନଗର ପ୍ରଦକ୍ଷିଣ କରବା ଉଚିତ୍ ଓ ଯାଜକମାନେ ମଷେର ଶିଙ୍ଗା ବଜାଇବା ଉଚିତ୍।
4 Sete sacerdotes levarão sete trombetas de chifres de carneiros adiante da arca; e no sétimo dia rodeareis a cidade sete vezes, e os sacerdotes tocarão as trombetas.
5 ସମସ୍ତ ଯାଜକମାନେ ମଷେ ଶିଙ୍ଗା ରେ ଦୀର୍ଘ୍ଯ ଧ୍ବନୀ କରିବେ ଓ ଯେତବେେଳେ ତୁମ୍ଭମାନେେ ସହେି ଶିଙ୍ଗା ଶଦ୍ଦ ଶକ୍ସ୍ଟଣିବ ସେତବେେଳେ ସମସ୍ତ ଲୋକ ମହାଜଯ ଜଯଧ୍ବନୀ କରିବେ ଏବଂ ପ୍ରାଚୀର ପଡିୟିବ ଓ ସମସ୍ତ ଲୋକମାନେ ସିଧା ନଗରକକ୍ସ୍ଟ ୟିବାକକ୍ସ୍ଟ ସକ୍ଷମ ହବେେ।
5 E será que, fazendo-se sonido prolongado da trombeta, e ouvindo vós tal sonido, todo o povo dará um grande brado; então o muro da cidade cairá rente com o chão, e o povo subirá, cada qual para o lugar que lhe ficar defronte:
6 ତେଣୁ ନୂନର ପକ୍ସ୍ଟତ୍ର ଯିହାଶୂେୟ ସମସ୍ତ ଯାଜକମାନଙ୍କୁ ଏକତ୍ରୀତ କଲେ। ଯିହାଶୂେୟ ସମାନଙ୍କେୁ କହିଲେ, ତୁମ୍ଭମାନେେ ପବିତ୍ର ନିଯମ ସିନ୍ଦକ୍ସ୍ଟକ ଆଣ ଓ ସାତଜଣ ଯାଜକ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେଶିଙ୍ଗା ବଜାଇବେ।
6 Chamou, pois, Josué, filho de Num, aos sacerdotes, e disse-lhes: Levai a arca do pacto, e sete sacerdotes levem sete trombetas de chifres de carneiros, adiante da arca do Senhor.
7 ତା'ପରେ ୟିହୋଶୂଯ ଲୋକମାନଙ୍କୁ କହିଲେ, ବର୍ତ୍ତମାନ ୟାଅ, ସହର ରେ ପ୍ରଦକ୍ଷିଣ କର। ସୈନ୍ଯମାନେ ପବିତ୍ର ସିନ୍ଦକ୍ସ୍ଟକର ଆଗ ରେ ରହିଲେ।
7 E disse ao povo: Passai e rodeai a cidade; e marchem os homens armados adiante da arca do Senhor.
8 ୟିହୋଶୂଯ ଲୋକମାନଙ୍କୁ କହି ସାରିବା ପରେ, ସାତଜଣ ଯାଜକ ସଦାପ୍ରଭୁଙ୍କ ସମ୍ମକ୍ସ୍ଟଖ ରେ ଚାଲିଲେ ଏବଂ ସମାନେେ ଗ୍ଭଲିବା ସମୟରେ ସାତଟି ତୂରୀ ବଜାଇ ବଜାଇ ଚାଲିଲେ। ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ସିନ୍ଦକ୍ସ୍ଟକ ଧରି ତାଙ୍କ ପେଛ ପେଛ ଚାଲିଲେ।
8 Assim, pois, se fez como Josué dissera ao povo: os sete sacerdotes, levando as sete trombetas adiante do Senhor, passaram, e tocaram-nas; e a arca do pacto do Senhor os seguia.
9 ସୈନ୍ଯମାନେ ସମାନଙ୍କେର ଅସ୍ତ୍ରଶସ୍ତ୍ର ସହ ଯେଉଁ ଯାଜକମାନେ ମଷେ ଶିଙ୍ଗା ବଜାଉଥିଲେ ସମାନଙ୍କେର ସମ୍ମକ୍ସ୍ଟଖ ରେ ଚାଲିଲେ। ପ୍ରହରୀଗଣ ପବିତ୍ର ନିଯମ ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ସମାନେେ ଏହିପରି ଭାବରେ ଅବିରତ ମଷେ ଶିଙ୍ଗା ବଜାଇ ସହର ପରିକ୍ରମଣ କଲେ।
9 E os homens armados iam adiante dos sacerdotes que tocavam as trombetas, e a retaguarda seguia após a arca, os sacerdotes sempre tocando as trombetas.
10 ଯିହାଶୂେୟ ଲୋକମାନଙ୍କୁ ଆଦେଶ ଦେଲେ, ୟକ୍ସ୍ଟଦ୍ଧ ଡାକରା ଦିଅ ନାହିଁ ମୁ ନ କହିବାୟାଏ ତୁମ୍ଭର ସ୍ବର ଶୁଣିବାକୁ ଦିଅନାହିଁ। ତା'ପରେ ମୁ କହିଲି, ତୁମ୍ଭେ ୟକ୍ସ୍ଟଦ୍ଧ ଡାକରା ଦଇପୋରିବ।
10 Josué tinha dado ordem ao povo, dizendo: Não gritareis, nem fareis ouvir a vossa voz, nem sairá palavra alguma da vossa boca, até o dia em que eu vos disser: gritai! Então gritareis.
11 ଏହିପରି ଭାବରେ ଯିହାଶୂେୟ ପବିତ୍ର ସିନ୍ଦକ୍ସ୍ଟକ ସହିତ ଯାଜକ ଓ ସୈନ୍ଯଗଣଙ୍କକ୍ସ୍ଟ ଥରେ ସହର ପରିକ୍ରମା କରାଇଲେ। ଏହାପରେ ସମାନେେ ଛାଉଣୀକକ୍ସ୍ଟ ଫରେିଆସି ବିଶ୍ରାମ ନେଲେ।
11 Assim fizeram a arca do Senhor rodear a cidade, contornando-a uma vez; então entraram no arraial, e ali passaram a noite.
12 ପ୍ରଭାତ ରେ ଯିହାଶୂେୟ ବିଛଣା ତ୍ଯାଗ କଲେ ଓ ଏହାପରେ ଯାଜକମାନେ ସଦାପ୍ରଭୁଙ୍କର ପବିତ୍ର ନିଯମ ସିନ୍ଦକ୍ସ୍ଟକ ଧରି ବାହାରିଲେ।
12 Josué levantou-se de madrugada, e os sacerdotes tomaram a arca do Senhor.
13 ଏବଂ ସାତଜଣ ଜାବକ ପବିତ୍ର ସିନ୍ଦକ୍ସ୍ଟକ ଆଗ ରେ ମଷେ ଶିଙ୍ଗା ରେ ତିଆରି ତୂରୀ ବଜାଇ ବଜାଇ ଚାଲିଲେ। ସଶସ୍ତ୍ର ସୈନିକମାନେ ମଧ୍ଯ ସମାନଙ୍କେ ଆଗ ରେ ଚାଲିଲେ। ପଛପଟର ପ୍ରହାରୀମାନେ ପବିତ୍ର ସିନ୍ଦକ୍ସ୍ଟକ ପେଛ ପେଛ ଚାଲିଲେ। ଏହିପରି ଭାବରେ ସମାନେେ ଅବିରତ ଭାବେ ତୂରୀ ବଜାଇ ନଗର ପରିକ୍ରମା କଲେ।
13 Os sete sacerdotes que levavam as sete trombetas de chifres de carneiros adiante da arca da Senhor iam andando, tocando as trombetas; os homens armados iam adiante deles, e a retaguarda seguia atrás da arca do Senhor, os sacerdotes sempre tocando as trombetas.
14 ଏହିପରି ଭାବରେ ଦ୍ବିତୀୟ ଦିନ ଥରେ ନଗର ପରିକ୍ରମା କଲେ। ଏବଂ ଏହାପରେ ଛାଉଣୀକକ୍ସ୍ଟ ଫରେି ଆସିଲେ। ଏହିପରି ଭାବରେ ସମାନେେ ଛଅଦିନ ପର୍ୟ୍ଯନ୍ତ କଲେ।
14 E rodearam a cidade uma vez no segundo dia, e voltaram ao arraial. Assim fizeram por seis dias.
15 ସଲ୍ଗମ ଦିନ ସୂର୍ େଯ୍ଯାଦଯ ପର୍ବରକ୍ସ୍ଟ ଉଠି ସମାନେେ ସହରକକ୍ସ୍ଟ ସାତଥର ପରିକ୍ରମା କଲେ। ପୂର୍ବଥର ଯେଉଁ ପଥରେ ପରିକ୍ରମା କରିଥିଲେ, ଏଥର ମଧ୍ଯ ସହେି ପଥଦଇେ ଗଲେ। କିନ୍ତୁ ସହେି ଦିନ ସମାନେେ ସାତଥର ନଗର ପରିକ୍ରମା କଲେ।
15 No sétimo dia levantaram-se bem de madrugada, e da mesma maneira rodearam a cidade sete vezes; somente naquele dia rodearam-na sete vezes.
16 ସଲ୍ଗମ ଥର ନଗର ପ୍ରଦକ୍ଷିଣ କରିବା ବେଳେ ଯାଜକମାନେ ଶିଙ୍ଗା ବଜାଇଲେ। ଏହି ସମୟରେ ଯିହାଶୂେୟ ନିର୍ଦ୍ଦେଶ ଦେଲେ, ବର୍ତ୍ତମାନ ଜଯଧ୍ବନି ଦିଅ। ଯେ ହତେକ୍ସ୍ଟ ସଦାପ୍ରଭୁ ତୁମ୍ଭକୁ ଏ ନଗର ଦାନ କଲେ।
16 E quando os sacerdotes pela sétima vez tocavam as trombetas, disse Josué ao povo: Gritai, porque o Senhor vos entregou a cidade.
17 ମାତ୍ର ନଗର ଓ ତନ୍ମଧ୍ଯସ୍ଥ ସମସ୍ତ ବସ୍ତକ୍ସ୍ଟ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗିତ ହବେ। କବଳେ ବ୍ଯଭୀଗ୍ଭରଣୀ ରାହବ, ସହେି ଗୃହ ରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ। କାରଣ ସେ ଆମ୍ଭମାନଙ୍କ ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା।
17 A cidade, porém, com tudo quanto nela houver, será danátema ao Senhor; somente a prostituta Raabe viverá, ela e todos os que com ela estiverem em casa, porquanto escondeu os mensageiros que enviamos.
18 ତୁମ୍ଭମାନେେ ସହେି ଦ୍ରବ୍ଯରକ୍ସ୍ଟ କିଛି ନଦବୋ ପାଇଁ ସାବଧାନ ହବୋ ଉଚିତ୍, ଯାହାକି ନଷ୍ଟ କରାୟିବ। ଯଦି ତୁମ୍ଭମାନେେ ସହେି ଦ୍ରବ୍ଯଗୁଡିକୁ ଇଶ୍ରାୟେଲର ଛାଉଣୀ ଭିତରକକ୍ସ୍ଟ ନିଅ, ତୁମ୍ଭମାନେେ ଏହା ଆପଣା ଉପରକକ୍ସ୍ଟ ବିପଦ ଆଣିବ ଏବଂ ତୁମ୍ଭମାନେେ ଇଶ୍ରାୟେଲ ଛାଉଣୀ ଧ୍ବଂସ କରିବାର କାରଣ ହବେ।
18 Mas quanto a vós, guardai-vos do anátema, para que, depois de o terdes feito tal, não tomeis dele coisa alguma, e não façais anátema o arraial de Israel, e o perturbeis.
19 ସମସ୍ତ ରୂପା, ସକ୍ସ୍ଟନା, ସମସ୍ତ ପିତ୍ତଳ ଓ ଲକ୍ସ୍ଟହାର ପାତ୍ର ଓ କରଇେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଉତ୍ସର୍ଗ କରାୟିବ ଓ ଏହା ସଦାପ୍ରଭୁଙ୍କ ଭଣ୍ତାରକକ୍ସ୍ଟ ଗ୍ଭଲିୟିବ।
19 Contudo, toda a prata, e o ouro, e os vasos de bronze e de ferro, são consagrados ao Senhor; irão para o tesouro do Senhor.
20 ଯାଜକମାନେ ମଷେ ଶିଙ୍ଗା ବଜାଇଲେ, ଲୋକମାନେ ମଷେ ଶିଙ୍ଗା ଶଦ୍ଦ ଶକ୍ସ୍ଟଣି ପାଟି କରିବାକୁ ଲାଗିଲେ। ପ୍ରାଚୀରଟି ଭାଙ୍ଗିଗଲା, ଲୋକମାନେ ସିଧାସଳଖ ନଗର ମଧ୍ଯକକ୍ସ୍ଟ ଦୌଡିଲେ। ଇଶ୍ରାୟେଲର ଲୋକମାନେ ନଗରକକ୍ସ୍ଟ ଅକ୍ତିଆର କଲେ।
20 Gritou, pois, o povo, e os sacerdotes tocaram as trombetas; ouvindo o povo o sonido da trombeta, deu um grande brado, e o muro caiu rente com o chão, e o povo subiu à cidade, cada qual para o lugar que lhe ficava defronte, e tomaram a cidade:
21 ଲୋକମାନେ ସହର ରେ ଧ୍ବଂସର ଲିଳା ଚଳାଇଲେ। ସମାନେେ ସଠାେରେ ଥିବା ସମସ୍ତ ଜୀବିତ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ କଲେ। ସମାନେେ ୟକ୍ସ୍ଟବକମାନଙ୍କୁ ହତ୍ଯା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀ ଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀ ଲୋକମାନଙ୍କୁ, ପଶକ୍ସ୍ଟ ମଷେ ଏବଂ ଗଧମାନଙ୍କୁ ହତ୍ଯା କଲେ।
21 E destruíram totalmente, ao fio da espada, tudo quanto havia na cidade, homem e mulher, menino e velho, bois, ovelhas e jumentos.
22 ଯିହାଶୂେୟ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚରଙ୍କକ୍ସ୍ଟ ଡାକି କହିଲେ, ତୁମ୍ଭେ ସେ ବେଶ୍ଯା ଗୃହକକ୍ସ୍ଟ ୟାଅ ଓ ତାକକ୍ସ୍ଟ ବାହାରକକ୍ସ୍ଟ ଆଣ ଏବଂ ତାହା ସହିତ ଥିବା ସମସ୍ତ ଲୋକଙ୍କକ୍ସ୍ଟ ମଧ୍ଯ ବାହାରକକ୍ସ୍ଟ ଆଣ। ଏହିପରି କର କାରଣ ତୁମ୍ଭେ ସମାନଙ୍କେ ସହିତ ଏହିପରି ପ୍ରତିଜ୍ଞା କରିଅଛ।
22 Então disse Josué aos dois homens que tinham espiado a terra: Entrai na casa da prostituta, e tirai-a dali com tudo quanto tiver, como lhe prometestes com juramento.
23 ତେଣୁ ସେ ଦକ୍ସ୍ଟଇଜଣ ଗକ୍ସ୍ଟଲ୍ଗଚର ଗୃହ ମଧ୍ଯକକ୍ସ୍ଟ ପ୍ରବେଶ କଲେ ଏବଂ ରାହବକକ୍ସ୍ଟ ବାହାରକକ୍ସ୍ଟ ଆଣିଲେ। ସମାନେେ ମଧ୍ଯ ରାହବର ପିତା, ମାତା, ଭଉଣୀ ଏବଂ ତା'ର ସମସ୍ତ ପରିବାରବର୍ଗ ଏବଂ ତାହା ସହିତ ଥବା ସମସ୍ତ ଲୋକମାନଙ୍କୁ ବାହାରକକ୍ସ୍ଟ ଆଣିଲେ। ଏବଂ ସମାନଙ୍କେୁ ଇଶ୍ରାୟେଲର ଛାଉଣୀ ବାହା ରେ ନରାପଦ ରେ ରଖିଲେ।
23 Entraram, pois, os mancebos espias, e tiraram Raabe, seu pai, sua mãe, seus irmãos, e todos quantos lhe pertenciam; e, trazendo todos os seus parentes, os puseram fora do arraial de Israel.
24 ଏହାପରେ ଇଶ୍ରାୟେଲ ଲୋକମାନେ ସେ ସହର ରେ ଅଗ୍ନି ସଂୟୋଗ କଲେ। ସମାନେେ ସହରର ସକ୍ସ୍ଟନା, ରୂପା, ଲୌହବସ୍ତକ୍ସ୍ଟ ଓ ପିତ୍ତଳ ଇତ୍ଯାଦିକକ୍ସ୍ଟ ଛାଡି ସମସ୍ତ ବସ୍ତକ୍ସ୍ଟକକ୍ସ୍ଟ ପୋଡି଼ ନଷ୍ଟ କରି ଦେଲେ ଏବଂ ଏହି ବସ୍ତକ୍ସ୍ଟମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହ ରେ ଜମା କଲେ।
24 A cidade, porém, e tudo quanto havia nela queimaram a fogo; tão-somente a prata, e o ouro, e os vasos de bronze e de ferro, colocaram-nos no tesouro da casa do Senhor.
25 ୟିହୋଶୂଯ ରାହବକକ୍ସ୍ଟ ଓ ତା'ର ପରିବାରବର୍ଗମାନଙ୍କୁ ରକ୍ଷା କଲେ କାରଣ ସେ ଗକ୍ସ୍ଟଲ୍ଗଚରମାନଙ୍କୁ ସାହାୟ୍ଯ କରିଥିଲା ଓ ରକ୍ଷା କରିଥିଲା। ଯିରୀହାେ ସହର ଉପରେ ଗକ୍ସ୍ଟଲ୍ଗ ଦୃଷ୍ଟି ରଖିବା ପାଇଁ ଯିହାଶୂେୟ ପଠାଇଥିବା ଗକ୍ସ୍ଟଲ୍ଗଚରମାନଙ୍କୁ ଲକ୍ସ୍ଟଗ୍ଭଇ ରଖିଥିଲା। ତେଣୁ ରାହବ ଏବେ ମଧ୍ଯ ଇଶ୍ରାୟେଲମାନଙ୍କ ସହିତ ବାସ କରୁଅଛି।
25 Assim Josué poupou a vida à prostituta Raabe, à família de seu pai, e a todos quantos lhe pertenciam; e ela ficou habitando no meio de Israel até o dia de hoje, porquanto escondera os mensageiros que Josué tinha enviado a espiar a Jericó.
26 ସହେି ସମୟରେ ୟିହୋଶୂଯ ଏହି ପ୍ରତିଜ୍ଞା କରିଥିଲେ, ଯେ କହେି ଯିରୀହାେ ନଗର ପକ୍ସ୍ଟନଃ ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ଦ୍ବାରା ଶାପଗ୍ରସ୍ତ ହବେ, ସେ ଆପଣା ଜେଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପକ୍ସ୍ଟତ୍ରର ମୃତକ୍ସ୍ଟ୍ଯ ସହିତ ତହିଁର ଦ୍ବାରମାନ ସ୍ଥାପନ କରିବ।
26 Também nesse tempo Josué os esconjurou, dizendo: Maldito diante do Senhor seja o homem que se levantar e reedificar esta cidade de Jericó; com a perda do seu primogênito a fundará, e com a perda do seu filho mais novo lhe colocará as portas.
27 ଏହିପରି ଭାବରେ ସଦାପ୍ରଭୁ ଯିହାଶୂେୟଙ୍କ ସହିତ ରହିଲେ ଓ ୟିହୋଶୂଯଙ୍କର କୀର୍ତ୍ତି ଗ୍ଭରିଆଡେ ବ୍ଯାପିଲା।
27 Assim era o Senhor com Josué; e corria a sua fama por toda a terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Josué 6, comparar traduções ou montar um estudo — tudo direto pelo WhatsApp.