Romanos 12
DSO vs ARC
1 ସେଟାର୍ ପାଇ ଏ ବାଇବଇନିମନ୍, ଆମର୍ ଉପ୍ରେ ପରମେସରର୍ ବଡ୍ ଜିବନ୍ଦୁକାନିର୍ ଲାଗି, ତମ୍କେ ମୁଇ ବାବୁଜିଆ କଲିନି, ପରମେସରର୍ ଲଗେ ଗଟେକ୍ ବଲି ଇସାବେ ନିଜର୍ ଜିବନ୍ ସର୍ପିଦିଆସ୍ । ଏନ୍ତାରି ବଲି ଅଇବାଟା ମର୍ବାକେ ନଏଁ, ମାତର୍ ତାର୍ ସେବାକର୍ବାକେ ନିଜେ ସର୍ପି ଅଇବାଟା । ସେନ୍ତି ଅଇଲେ ପର୍ମେସର୍ ସାର୍ଦା ଅଇସି । ପର୍ମେସର୍କେ ଏ ରକାମ୍ ଉପାସନା କର୍ବାର୍ ଆଚେ ।
1 Rogo-vos, pois, irmãos, pela compaixão de Deus, que apresenteis o vosso corpo em sacrifício vivo, santo e agradável a Deus, que é o vosso culto racional.
2 ଏ ଜଗତେ ରଇବା ଲକ୍ମନର୍ ପାରା ଚଲାଚଲ୍ତି ଇସାବେ ଜିଉନା କାଉନା କରାନାଇ । ପରମେସର୍ ତମର୍ ମନ୍ ନୁଆକରି ବାଦ୍ଲାଅ । ସେନ୍ତି ଅଇଲେ ସେ ମନ୍ କର୍ବାଟା ବୁଜିପାର୍ସା । ଆରି ଜନ୍ ଚଲାଚଲ୍ତି ତାର୍ ମୁଆଟେ ନିକ, ସିଦ୍ ଆରି ତାକେ ସାର୍ଦା କରାଇସି, ସେଟା ଜାନି ପାର୍ସା ।
2 E não vos conformeis com este mundo, mas transformai-vos pela renovação do vosso entendimento, para que experimenteis qual seja a boa, agradável e perfeita vontade de Deus.
3 ପରମେସର୍ ମକେ ଜିବନ୍ଦୁକାଇକରି ଅଦିକାର୍ ଦେଲାକେ ତମ୍କେ ସବୁ ଲକ୍କେ କଇଲିନି, । କେ ମିସା ମୁଇ ବିନ୍ ଲକର୍ଟାନେଅନି ବଡ୍ ବଲି ବାବାନାଇ । ପରମେସର୍ ତମ୍କେ ଜେତ୍କି ବିସ୍ବାସ୍ ଦେଲାଆଚେ, ସେତ୍କି ନିଜ୍କେ ବିଚାର୍ କରା ।
3 Porque, pela graça que me é dada, digo a cada um dentre vós que não saiba mais do que convém saber, mas que saiba com temperança, conforme a medida da fé que Deus repartiu a cada um.
4 ଆମ୍କେ ସବୁଲକ୍କେ ଗାଗ୍ଡେ ବିନ୍ ବିନ୍ ବାଗ୍ ଆଚେ । ସେ ଗାଗଡର୍ ବିନ୍ ବିନ୍ ବାଗର୍, ବିନ୍ ବିନ୍ କାମ୍ ଆଚେ ।
4 Porque assim como em um corpo temos muitos membros, e nem todos os membros têm a mesma operação,
5 ସେନ୍ତାରିସେ ଆମେ ଜେତ୍କି ଲକ୍ କିରିସ୍ଟତେଇ ମିସ୍ଲୁଆଚୁ, ଆମେ ତାର୍ ଗାଗଡ୍ ଅଇଲୁଆଚୁ । ଗାଗଡର୍ ଆତ୍ ଗଡ୍ ପାରା ଆମେ ସବୁ ଲକ୍ ମିସିଆଚୁ ।
5 assim nós, que somos muitos, somos um só corpo em Cristo, mas individualmente somos membros uns dos outros.
6 ସେଟାର୍ ପାଇ ପରମେସର୍ ଆମ୍କେ ଜିବନ୍ ଦୁକାଇ ଜେତ୍କି ବିନ୍ ବିନ୍ ବପୁର୍ ଦାନ୍ ଦେଲା ଆଚେ, ସେ ସବୁ ବପୁ ଆମର୍ କାମେ ଲାଗାଇବାର୍ ଆଚେ । ଜଦି ଆମ୍କେ ପର୍ମେସରର୍ ବାକିଅ ଜାନାଇବା ବପୁ ଦେଲାଆଚେ, ସେନ୍ତାର୍ଆଲେ ଆମେ ପାଇରଇବା ବିସ୍ବାସ୍ ଇସାବେ ସେଟା କର୍ବାର୍ ଆଚେ ।
6 De modo que, tendo diferentes dons, segundo a graça que nos é dada: se é profecia, seja ela segundo a medida da fé;
7 ଜଦି ଆମର୍ ସଙ୍ଗର୍ ଲକ୍କେ ସାଇଜ କର୍ବା ବପୁ ଦେଲାଆଚେ, ତେବେ ସେଟା କର୍ତେ ରଇବାର୍ ଆଚେ । ଜଦି ପର୍ମେସରର୍ ବାକିଅ ସିକାଇବାଟା ଦେଲାଆଚେ, ତେବେ ସେଟା ଜତନ୍ ସଙ୍ଗ୍ କର୍ବାର୍ ଆଚେ ।
7 se é ministério, seja em ministrar; se é ensinar, haja dedicação ao ensino;
8 ବିନ୍ ଲକ୍ମନ୍କେ ସାର୍ଦା କରାଇବାକେ ବପୁ ଦେଇରଇଲେ, ସେଟା କର୍ତେ ରଉଁ । ଅର୍କିତ୍ ଲକ୍ମନ୍କେ ଦାନ୍ କର୍ବା ବପୁ ଦେଇରଇଲେ, କାଇଟା ନ ବାବିକରି ଦାନ୍ କରୁ । ବିନ୍ ଲକର୍ କାମ୍କେ ଦେକାରକା କର୍ବା ଅଦିକାର୍ ଦେଇରଇଲେ, ନିଜେ ବେସି କାମ୍ କର୍ବାର୍ଆଚେ । ଜଦି ବିନ୍ ଲକ୍ମନ୍କେ ଦୟା ଦେକାଇବା ବପୁ ଦେଲାଆଚେ, ବିଜାର୍ ନ ଅଇ ସାର୍ଦା ସଙ୍ଗ୍ କର୍ବାର୍ ଆଚେ ।
8 ou o que exorta, use esse dom em exortar; o que reparte, faça-o com liberalidade; o que preside, com cuidado; o que exercita misericórdia, com alegria.
9 ବିନ୍ ଲକ୍ମନ୍କେ ଆଲାଦ୍ କର୍ବାର୍ ଆଲେ କାଇ କପଟ୍ ରଇବାର୍ ନାଇ । କାରାପ୍ ଚଲାଚଲ୍ତି ଗିନ୍ କରି, ସତ୍ ଚଲାଚଲ୍ତି ଚାଡ୍ବାର୍ ନାଇ ।
9 O amor seja não fingido. Aborrecei o mal e apegai-vos ao bem.
10 ତମେ କିରିସ୍ଟର୍ଟାନେ ବାଇବଇନି ଅଇଲାର୍ ପାଇ, ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରି ସନ୍ମାନ୍ କରା ।
10 Amai-vos cordialmente uns aos outros com amor fraternal, preferindo-vos em honra uns aos outros.
11 ନିସତ୍ ନଅଇକରି ଲାଗିରୁଆ । ଜିବନ୍ ପରାନ୍ ଦେଇକରି ପର୍ମେସର୍କେ ସେବା କରା ।
11 Não sejais vagarosos no cuidado; sede fervorosos no espírito, servindo ao Senhor;
12 ଆମ୍କେ ରଇବା ଆସାର୍ ଲାଗି ଆମେ ସାର୍ଦା ଅଉଁ । ଦୁକ୍ କସ୍ଟ ଆଇଲେ ମୁର୍ଚିକରି ରଉଁ । ସବୁବେଲା ପର୍ମେସର୍କେ ପାର୍ତନା କର୍ତେ ରଉଁ ।
12 alegrai-vos na esperança, sede pacientes na tribulação, perseverai na oração;
13 ଆମର୍ ଟାନେ ରଇବା ଅର୍କିତ୍ ବାଇବଇନିମନ୍କେ ସାଇଜ କରୁ । ନ ଜାନ୍ବା ଲକ୍ମନ୍ ଆମର୍ ଗରେ ଆଇଲେ ଗତିଆ କରି ଡାକିନେଉଁ ।
13 comunicai com os santos nas suas necessidades, segui a hospitalidade;
14 ଜନ୍ଲକ୍ମନ୍ ତମ୍କେ ନିନ୍ଦା କର୍ବାଇ, ସେମନ୍କେ ପରମେସର୍ ଆସିର୍ବାଦ୍ କରବଲି ପାର୍ତନା କରା । ସେମନ୍କେ ଆସିର୍ବାଦ୍ କରା, ସାଇପ୍ ଦିଆସ୍ ନାଇ ।
14 abençoai aos que vos perseguem; abençoai e não amaldiçoeis.
15 ଜଦି ଗଟେକ୍ ଲକ୍କେ ସାର୍ଦାର୍ ଦିନ୍ ଆଇଲାଆଚେ, ତେବେ, ତାର୍ ସଙ୍ଗ୍ ମିସି ସାର୍ଦା କରା, ଜଦି ଦୁକର୍ ଦିନ୍ ଆସିରଇଲେ, ସେ ଲକର୍ ସଙ୍ଗ ମିସି ଦୁକ୍ କରା ।
15 Alegrai-vos com os que se alegram e chorai com os que choram.
16 ସବୁ ଲକ୍କେ ସମାନ୍ ଇସାବେ ଆଲାଦ୍ ଦେକାଆ । ଆଁକାର୍ ବୁଦି ଚାଡିକରି ସଲଦ୍ ଅଇ ସାନ୍ ସାନ୍ କାମ୍ କର୍ବାକେ ମିସା ରାଜି ଉଆ । ନିଜ୍କେ ଗିଆନ୍ ରଇବାଲକ୍ ବଲି ଦେକାଇ ଉଆନାଇ ।
16 Sede unânimes entre vós; não ambicioneis coisas altas, mas acomodai-vos às humildes; não sejais sábios em vós mesmos.
17 କେ ତମ୍କେ ଅନିଆଇ କଲେ, ତାକେ ବେର୍ ଦାର୍ବାର୍ ନାଇ, ଜନ୍ ଚଲାଚଲ୍ତି ସବୁର୍ ମନ୍କେ ଜାଇସି, ସେଟା କର୍ତେରଇବାର୍ ।
17 A ninguém torneis mal por mal; procurai as coisas honestas perante todos os homens.
18 ସବୁ ଲକର୍ ସଙ୍ଗ୍ ସୁସାରେ ଜିଇବାକେ ଜେତେକ୍ ପାରାସ୍, ସେତେକ୍ ଚେସ୍ଟା କରା ।
18 Se for possível, quanto estiver em vós, tende paz com todos os homens.
19 ମର୍ ଆଲାଦର୍ ବାଇବଇନିମନ୍, ଜଦି କେ ତମ୍କେ ଅନିଆଇ କଲେ, ତମେ ବେର୍ ଦାରାନାଇ, କାଇକେବଇଲେ, ପର୍ମେସର୍ସେ ଡଣ୍ଡ୍ ଦେଇସି । କାଇକେ ବଇଲେ ସାସ୍ତରେ ଲେକା ଆଚେ । ମାପ୍ରୁ କଇଲାନି, “ମୁଇ ବେର୍ ଦାର୍ବି । ମୁଇ ଡଣ୍ଡ୍ ଦେବି ।”
19 Não vos vingueis a vós mesmos, amados, mas dai lugar à ira, porque está escrito: Minha é a vingança; eu recompensarei, diz o Senhor.
20 ଏଲେ ସାସ୍ତରର୍ ଲେକା ଇସାବେ “ତମର୍ ସତ୍ରୁ ବୁକେ ରଇଲେ, ତାକେ କାଇବାକେ ଦିଆସ୍, ସସେ ରଇଲେ, ପାନି କୁଆ । ଏନ୍ତାର୍କଲେ ସେ ତମ୍କେ କରିରଇବା ଅନିଆଇର୍ ଲାଗି ବେସି ଲାଜ୍ ଅଇଜାଇସି ।”
20 Portanto, se o teu inimigo tiver fome, dá-lhe de comer; se tiver sede, dá-lhe de beber; porque, fazendo isto, amontoarás brasas de fogo sobre a sua cabeça.
21 ମିଚ୍ କାମ୍ କରି ଆରିଜାଆ ନାଇ, ସବୁ ବିସଇ ସତ୍ ବାବେ କରି ଜିତିକରି ରୁଆ ।
21 Não te deixes vencer do mal, mas vence o mal com o bem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?