Mateus 28
DSO vs ARIB
1 ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ ।
1 No fim do sábado, quando já despontava o primeiro dia da semana, Maria Madalena e a outra Maria foram ver o sepulcro.
2 ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା ।
2 E eis que houvera um grande terremoto; pois um anjo do Senhor descera do céu e, chegando-se, removera a pedra e estava sentado sobre ela.
3 ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା ।
3 o seu aspecto era como um relâmpago, e as suas vestes brancas como a neve.
4 ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ ।
4 E de medo dele tremeram os guardas, e ficaram como mortos.
5 ସରଗର୍ ଦୁତ୍ ମାଇଜିମନ୍କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ ।
5 Mas o anjo disse às mulheres: Não temais vós; pois eu sei que buscais a Jesus, que foi crucificado.
6 ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।”
6 Não está aqui, porque ressurgiu, como ele disse. Vinde, vede o lugar onde jazia;
7 “ତମେ ଦାପ୍ରେ ଜାଇ ତାର୍ ସିସ୍ମନ୍କେ କୁଆ, ସେ ଆରି ତରେକ୍ ଜିବନ୍ ଅଇଆଚେ ଆରି ତମର୍ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍ସା । ମୁଇ ଜାଇଟା କଇଲି ମନେ ରକିରୁଆ ।”
7 e ide depressa, e dizei aos seus discípulos que ressurgiu dos mortos; e eis que vai adiante de vós para a Galiléia; ali o vereis. Eis que vo-lo tenho dito.
8 ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ ।
8 E, partindo elas pressurosamente do sepulcro, com temor e grande alegria, correram a anunciá-lo aos discípulos.
9 ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ ।
9 E eis que Jesus lhes veio ao encontro, dizendo: Salve. E elas, aproximando-se, abraçaram-lhe os pés, e o adoraram.
10 ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।”
10 Então lhes disse Jesus: Não temais; ide dizer a meus irmãos que vão para a Galiléia; ali me verão.
11 ମାଇଜିମନ୍ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍କେ ଏ ସବୁ ଅଇଲାଟା ଜାନାଇଲାଇ ।
11 Ora, enquanto elas iam, eis que alguns da guarda foram à cidade, e contaram aos principais sacerdotes tudo quanto havia acontecido.
12 ମୁକିଅ ପୁଜାରିମନ୍ ପାର୍ଚିନ୍ମନର୍ ସଙ୍ଗ୍ ମିସି କୁଟ୍ ପାଁଚ୍ଲାଇ । ସେମନ୍ ସନିଅମନ୍କେ ବେସି ଡାବୁ ଲାଁଚ୍ଦେଇ କଇଲାଇ,
12 E congregados eles com os anciãos e tendo consultado entre si, deram muito dinheiro aos soldados,
13 ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍ ସିସ୍ମନ୍ ଆସି ତାର୍ ମଲା ଗାଗଡ୍ ଚରାଇ ଦାରିଗାଲାଇ ।
13 e ordenaram-lhes que dissessem: Vieram de noite os seus discípulos e, estando nós dormindo, furtaram-no.
14 ଜଦି ସାସନ୍କାରିଆ ଏ କାତା ନ ସୁନ୍ସି, ବଇଲେ ତମର୍ ଦସ୍ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।”
14 E, se isto chegar aos ouvidos do governador, nós o persuadiremos, e vos livraremos de cuidado.
15 ସନିଅମନ୍ ଡାବୁ ନେଇକରି, ସେମନ୍କେ କଇରଇଲା ଇସାବେ କାମ୍ କଲାଇ । ସେମନ୍ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍ ଆଜିକେ ଜାକ ସେ କାତା ଜାନାଇଲାଇନି ।
15 Então eles, tendo recebido o dinheiro, fizeram como foram instruídos. E essa história tem-se divulgado entre os judeus até o dia de hoje.
16 ଜିସୁ କଇବା ଇସାବେ ତାର୍ ଏଗାର୍ଟା ସିସ୍ମନ୍ ଗାଲିଲିର୍ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲାଇ ।
16 Partiram, pois, os onze discípulos para a Galiléia, para o monte onde Jesus lhes designara.
17 ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
17 Quando o viram, o adoraram; mas alguns duvidaram.
18 ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ ।
18 E, aproximando-se Jesus, falou-lhes, dizendo: Foi-me dada toda a autoridade no céu e na terra.
19 ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ ।
19 Portanto ide, fazei discípulos de todas as nações, batizando-os em nome do Pai, e do Filho, e do Espírito Santo;
20 ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।”
20 ensinando-os a observar todas as coisas que eu vos tenho mandado; e eis que eu estou convosco todos os dias, até a consumação dos séculos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?