Filipenses 1
DSO vs ARIB
1 ଏ ଚିଟି ପାଉଲ୍ ଆରି ତିମତି, କିରିସ୍ଟ ଜିସୁର୍ ଦୁଇଟା ଗତିଦାଙ୍ଗ୍ଡାମନ୍ ଲେକ୍ଲୁନି ।
1 Paulo e Timóteo, servos de Cristo Jesus, a todos os santos em Cristo Jesus que estão em Filipos, com os bispos e diáconos:
2 ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
2 Graça a vós, e paz da parte de Deus nosso Pai, e do Senhor Jesus Cristo.
3 ମୁଇ ତମ୍କେ ଜେତ୍କିତର୍ ଏତାଇଲିନି, ସେତ୍କିତର୍ ମର୍ ପର୍ମେସର୍କେ ଦନିଅବାଦ୍ ଦେଇତେରଇବି ।
3 Dou graças ao meu Deus todas as vezes que me lembro de vós,
4 ପାର୍ତନା କଲାବେଲେ ସବୁତର୍ ତମର୍ପାଇ ସାର୍ଦାସଙ୍ଗ୍ ପାର୍ତନା କଲିନି ।
4 fazendo sempre, em todas as minhas orações, súplicas por todos vós com alegria
5 କାଇକେବଇଲେ ସୁବ୍କବର୍ ଜାନାଇବା କାମେ ତମେ ମର୍ ସଙ୍ଗ୍ ମିସିକରି ରଇଲାସ୍ । ବିସ୍ବାସ୍ କର୍ବା ପର୍ତୁମ୍ ଦିନେଅନି ଆଜିକେ ଜାକ ତମେ ମକେ ଏଟା କଲାସ୍ନି । ଆରି ଏବେ ମିସା କରି ଆଇଲାସ୍ନି ।
5 pela vossa cooperação a favor do evangelho desde o primeiro dia até agora;
6 ପର୍ମେସର୍ ଜେକି ତମର୍ ମନ୍ ବିତ୍ରେ କାମ୍ କର୍ବାକେ ଆରାମ୍କରିଆଚେ, ଜିସୁକିରିସ୍ଟ ବାଉଡିଆଇବା ଜାକ, ସେଟା କରି ସାରାଇସି ।
6 tendo por certo isto mesmo, que aquele que em vós começou a boa obra a aperfeiçoará até o dia de Cristo Jesus,
7 ତମେ ସବୁବେଲେ ମର୍ ମନ୍ ବିତ୍ରେ ଆଚାସ୍ । ତେବର୍ପାଇ ତମର୍ ବିସଇନେଇ କରି ଏନ୍ତାରି ବାବ୍ବାଟା ଟିକ୍ ସେ । ମୁଇ ବନ୍ଦି ନ ଅଇକରି ରଇଲାବେଲେ କି ଏବେ ବନ୍ଦି ରଇକରି ସୁବ୍କବର୍ ବିରୁଦେ ଦଦାପେଲା ଉଟ୍ଲାବେଲେ, ଏଟା ସତ୍ ଆକା ବଲି ଡାଟ୍ସଙ୍ଗ୍ ଦେକାଇବାଟାନେ ମିସା, ତମେ ସବୁ ମିସ୍ବାକେ ପର୍ମେସର୍ ବେଲା ଟିକ୍ କରି ଦେଲାଆଚେ ।
7 como tenho por justo sentir isto a respeito de vós todos, porque vos retenho em meu coração, pois todos vós sois participantes comigo da graça, tanto nas minhas prisões como na defesa e confirmação do evangelho.
8 ମୁଇ ତମ୍କେ ସବୁ ଲକ୍କେ ଆରିତରେକ୍ ଦେକ୍ବି ବଲି ମନ୍ କଲିନି । ଏ ବିସଇତେଇ ନିଜେ ପର୍ମେସର୍ ସାକିଆଚେ । କାଇକେବଇଲେ ଜିସୁକିରିସ୍ଟ ଆଲାଦ୍ କଲାପାରା ମୁଇ ତମ୍କେ ଆଲାଦ୍ କଲିନି ।
8 Pois Deus me é testemunha de que tenho saudades de todos vós, na terna misericórdia de Cristo Jesus.
9 ମୁଇ ତମର୍ପାଇ ଏନ୍ତାରି ପାର୍ତନା କଲିନି, ଜେନ୍ତାରିକି ତମେ ଆଲାଦ୍ କର୍ବାଟାନେ ଅଦିକ୍ ଅଦିକ୍ ବଡ୍ସା । ପର୍ମେସର୍ ଜେନ୍ତାରି ଆଚେ, ସେ ବିସଇ ତମେ ଅଦିକ୍ ଅଦିକ୍ ଜାନ୍ସା ବଲି ମୁଇ ପାର୍ତନା କଲିନି । ଆରି ଜେଡେବଲ୍ ମିସା କନ୍ଟା ସତ୍ କନ୍ଟା ବୁଲ୍ ସେଟା ଜାନିପାର୍ସା ।
9 E isto peço em oração: que o vosso amor aumente mais e mais no pleno conhecimento e em todo o discernimento,
10 ସେନ୍ତାର୍ଆଲେ ଟିକ୍ ବିସଇ କନ୍ଟା ବଲି ବାଚିକରି କରିପାର୍ସା । ଆରି ଏବେଅନି କିରିସ୍ଟ ବାଉଡି ଆଇବାଜାକ ସବୁ ପାପେଅନି ମୁକ୍ଲିକରି କାଇ ଦସ୍ ନ ଅଇକରି ରଇପାର୍ସା ।
10 para que aproveis as coisas excelentes, a fim de que sejais sinceros, e sem ofensa até o dia de Cristo;
11 ଜେନ୍ତାରିକି ଗଟେକ୍ ପଲ୍ ଦେବା ଗଚ୍ ପଲ୍ ଦେଇସି, ସେନ୍ତାରିସେ ତମେ ମିସା ଜିସୁକିରିସ୍ଟର୍ ବପୁ ସଙ୍ଗ୍ ଦରମ୍ କାମର୍ ପଲ୍ ଦେଇସା । ଏଟା ପର୍ମେସର୍କେ ଡାକ୍ପୁଟା ଆରି ମଇମା କର୍ସି ।
11 cheios do fruto de justiça, que vem por meio de Jesus Cristo, para glória e louvor de Deus.
12 ଏ ବାଇବଇନିମନ୍, ତମେ ଜାନ୍ବାର୍ ଆଚେ କି କିରିସ୍ଟର୍ପାଇ ମର୍ ଜିବନେ ଜେତ୍କି ଗଟିଆଚେ, ତାର୍ଲାଗି ଅଦିକ୍ ଲକ୍ ସୁବ୍କବର୍ ବିସ୍ବାସ୍ କର୍ବାକେ ଗଟେକ୍ ବାଟ୍ ଆଇଲା ।
12 E quero, irmãos, que saibais que as coisas que me aconteceram têm antes contribuído para o progresso do evangelho;
13 ଜେନ୍ତିକି, ସମ୍ରାଟର୍ ମେଡେ ଜେତ୍କି ସଇନ ଜାଗିଆଚତ୍, ସେମନ୍ ସବୁ ମୁଇ କିରିସ୍ଟକେ ସେବା କଲାର୍ ପାଇ ବନ୍ଦିଗରେ ଆଚିବଲି ଜାନ୍ଲାଇ ।
13 de modo que se tem tornado manifesto a toda a guarda pretoriana e a todos os demais, que é por Cristo que estou em prisões;
14 ମୁଇ ବନ୍ଦିଗରେ ରଇଲାର୍ପାଇ, ଇତି ରଇବା କେତେକ୍ କେତେକ୍ ବିସ୍ବାସି ବାଇବଇନିମନ୍କେ ମାପ୍ରୁ ବପୁ ଦେଲାଆଚେ । ପର୍ମେସରର୍ ବାକିଅ ନ ଡର୍ତେ ଜାନାଇବାକେ ସେମନ୍କେ ଏବେ ସାଆସ୍ ଆଚେ ।
14 também a maior parte dos irmãos no Senhor, animados pelas minhas prisões, são muito mais corajosos para falar sem temor a palavra de Deus.
15 ଅଇଲେ ମିସା ସେମନର୍ ବିତ୍ରେ ଅନି କେତେଲକ୍ ମକେ ଆଁକାର୍ କଲାର୍ପାଇ କିରିସ୍ଟର୍ ବିସଇ ଜାନାଇବାକେ ମନ୍ କଲାଇନି । ସେମନ୍ ମର୍ଟାନେଅନି ବଡ୍ ବଲି ଦେକାଇଅଇବାକେ ଏନ୍ତି କଲାଇନି । ମାତର୍ ଆରି କେତେକ୍ ଲକ୍ ଏଟା ସତ୍ ବଲି ମନେବାବିକରି କଲାଇନି ।
15 Verdade é que alguns pregam a Cristo até por inveja e contenda, mas outros o fazem de boa mente;
16 ଏ ଲକ୍ମନ୍ ମକେ ଆଲାଦ୍ କଲାର୍ ପାଇ ସୁବ୍କବର୍ ଜାନାଇଲାଇନି । କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ପର୍ମେସର୍ସେ ମକେ ଏ ବନ୍ଦିଗରେ ସଙ୍ଗଇଆଚେ ବଲି ଜାନିକରି ମିସା ।
16 estes por amor, sabendo que fui posto para defesa do evangelho;
17 ମାତର୍ ଜନ୍ ଲକ୍ମନ୍ ମକେ ଆଁକାର୍ କଲାଇନି, ମର୍ଟାନେଅନି ବଡ୍ ଅଇବୁ ବଲିକରି, କିରିସ୍ଟର୍ ସୁବ୍କବର୍ ଜାନାଇଲାଇନି । ତାକର୍ ମନେ ଏଟା ସତ୍ବଲି ବାବିକରି କରତ୍ନାଇ । ମୁଇ ବନ୍ଦି ଗରେ ରଇକରି ଜେତ୍କି କସ୍ଟ ମୁରଚ୍ଲିନି, ତାର୍ତେଇଅନି ଅଦିକ୍ କସ୍ଟ ମିସାଇବାକେ କୁଟ୍ ପାଁଚ୍ଲାଇନି ।
17 mas aqueles por contenda anunciam a Cristo, não sinceramente, julgando suscitar aflição às minhas prisões.
18 ମାତର୍ ଏଟା ମର୍ପାଇ କାଇଟା ନାଇ । ସେମନ୍ ସତଇସେ କଲେ କି ବୁଲ୍ କାମର୍ ପାଇ କଲେ ମିସା, କିରିସ୍ଟର୍ ବିସଇର୍ କବର୍ ଜାନାଇ ଅଇଲେ, ସେଟା ମୁକିଅ ବିସଇ । ଆରି ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।
18 Mas que importa? contanto que, de toda maneira, ou por pretexto ou de verdade, Cristo seja anunciado, nisto me regozijo, sim, e me regozijarei;
19 ଆରି ମୁଇ ସାର୍ଦା ଅଇତେରଇବି । କାଇକେବଇଲେ ତମେ ମର୍ପାଇ ପାର୍ତନା କଲାସ୍ନି ବଲି ମୁଇ ଜାନି । ଆରି ଜିସୁକିରିସ୍ଟର୍ ସୁକଲ୍ ଆତ୍ମାର୍ ସାଇଜର୍ଲାଗି ପର୍ମେସର୍ ମକେ ମୁକ୍ଲାଇସି ।
19 porque sei que isto me resultará em salvação, pela vossa súplica e pelo socorro do Espírito de Jesus Cristo,
20 ମୁଇ ଦିଆନ୍ ଦେଇ ଆରି ଆସା କରି ଜାଗ୍ଲିନି । ମୁଇ ଜିବନ୍ ରଇଲେ କି ମର୍ବାକେ ଅଇଲେ ମିସା ମର୍ କାମ୍ଟାନେ ଏଲା ନ କରି । ମାତର୍ ଅଦିକାର୍ ସଙ୍ଗ୍ ରଇବା ଲକ୍ମନର୍ ମୁଆଟେ କାତା ଅଇବାକେ ମକେ ଅଦିକ୍ ସାଆସ୍ ଆଇସି । ଏନ୍ତାରିକରି ମୁଇ ଜେତ୍କି କାମ୍ କଲିନି, କିରିସ୍ଟକେ ଡାକ୍ପୁଟା କରାଇବି ।
20 segundo a minha ardente expectativa e esperança, de que em nada serei confundido; antes, com toda a ousadia, Cristo será, tanto agora como sempre, engrandecido no meu corpo, seja pela vida, seja pela morte.
21 କାଇକେବଇଲେ ମର୍ପାଇ ଜିଇବା କାଇବାଟା ସବୁ କିରିସ୍ଟସେ । ଆରି ମର୍ ଇସାବେ, କିରିସ୍ଟର୍ଟାନେ ରଇକରି ମର୍ବାଟା ବେସି ନିକ ।
21 Porque para mim o viver é Cristo, e o morrer é lucro.
22 ମୁଇ ଜିଇରଇଲେ, କିରିସ୍ଟର୍ପାଇ ନିକ ସଙ୍ଗ୍ କାମ୍ କରିଅଇସି । ମାତର୍ ମଲେ ନିକ କି ଜିଇରଇଲେ ନିକ ବଲି ଜାନି ନାପାର୍ଲିନି ।
22 Mas, se o viver na carne resultar para mim em fruto do meu trabalho, não sei então o que hei de escolher.
23 ଏ ଦୁଇଟା ବିତ୍ରେ କାଇଟା କର୍ବି ବଲି ଜିକାଟାନା ଅଇଲିନି । ଏ ଜିବନ୍ ଚାଡି ସର୍ଗେ କିରିସ୍ଟର୍ ସଙ୍ଗ୍ ରଇବାକେ ମୁଇ ମନ୍ କଲିନି । କାଇକେବଇଲେ ସେଟା ଅଦିକ୍ ନିକ ।
23 Mas de ambos os lados estou em aperto, tendo desejo de partir e estar com Cristo, porque isto é ainda muito melhor;
24 ମାତର୍ ତମର୍ପାଇ ମୁଇ ଜିଇକରି ରଇବାଟା ବେସି ମୁକିଅ ବିସଇ ।
24 todavia, por causa de vós, julgo mais necessário permanecer na carne.
25 ଏ ବିସଇ ମୁଇ ଡାଁଟ୍ ସଙ୍ଗ୍ ଜାନ୍ଲିନି । ତେବର୍ପାଇ ମୁଇ ଜିଇକରି ରଇବି ଜେନ୍ତାରିକି, ତମେ ବିସ୍ବାସେ ଡାଁଟ୍ ଅଇସା ଆରି ବିସ୍ବାସ୍ କଲାର୍ପାଇ ସାର୍ଦା ଅଇସା ।
25 E, tendo esta confiança, sei que ficarei, e permanecerei com todos vós para vosso progresso e gozo na fé;
26 ସେନ୍ତାର୍ଆଲେ, ମୁଇ ତମର୍ ସଙ୍ଗ୍ ଆରିତରେକ୍ ମିସ୍ବାବେଲେ, ଜିସୁକିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ ତମେ ମର୍ ବିସଇନେଇ ବଡ୍ପନ୍ ଅଇସା ।
26 para que o motivo de vos gloriardes cresça por mim em Cristo Jesus, pela minha presença de novo convosco.
27 ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ଏଟା । କିରିସ୍ଟର୍ ସୁବ୍ କବର୍ ବିସ୍ବାସ୍ କର୍ବା ଲକ୍ମନ୍ କେନ୍ତାରି ଚଲାଚଲ୍ତି କର୍ବାର୍ଆଚେ, ତମେ ସେନ୍ତାରି କରା । ମୁଇ ତମ୍କେ ଦେକ୍ବାର୍ ଆଇଲେମିସା, କି ତମର୍ଟାନେଅନି ଦୁରିକେ ରଇ ଅବ୍କା ସୁନିପାର୍ଲେ ମିସା ଏନ୍ତାରି ଜିଇତେରୁଆ । ଏଟାର୍ଲାଗି ତମେ ସବୁ ଗଟେକ୍ ମନ୍ ଅଇ ମିସିଆଚାସ୍ ବଲି ମୁଇ ଜାନିପାର୍ବି । ଜନ୍ ଲକ୍ମନ୍ ସୁବ୍ କବରର୍ ବିରୁଦେ ଦଦାପେଲା କଲାଇନି, ତାକର୍ ମୁଆଟେ କିରିସ୍ଟର୍ ସୁବ୍କବର୍ ଦେକାରକା କର୍ବାକେ ତମେ ସବୁ ଗଟେକ୍ ଅଇ ଟିଆଅଇଲାସ୍ନି ବଲି ମୁଇ ଜାନ୍ବି ।
27 Somente portai-vos, dum modo digno do evangelho de Cristo, para que, quer vá e vos veja, quer esteja ausente, ouça acerca de vós que permaneceis firmes num só espírito, combatendo juntamente com uma só alma pela fé do evangelho;
28 ଜନ୍ ଲକ୍ମନ୍ ତମର୍ ବିରଦେ ଆଇଲାଇନି, ସେମନ୍କେ ଡରା ନାଇ । ତମେ ସାଆସ୍ ଦାରିରଇଲେ, ପର୍ମେସର୍ ସେମନ୍କେ କୁରୁପ୍ନାସ୍ କରି ତମ୍କେ ରକିଆ କର୍ସି ବଲି ଜାନ୍ବାଇ । ଏ ସବୁ ବିସଇ ପର୍ମେସର୍ସେ କର୍ସି ।
28 e que em nada estais atemorizados pelos adversários, o que para eles é indício de perdição, mas para vós de salvação, e isso da parte de Deus;
29 କାଇକେବଇଲେ ପର୍ମେସର୍ ତମ୍କେ କିରିସ୍ଟକେ ଅବ୍କା ବିସ୍ବାସ୍ କର୍ବା ଦାନ୍ ଦେଏନାଇ, ମାତର୍ ତାର୍ପାଇ ଦୁକ୍ କସ୍ଟ ପାଇକରି ରଇବା ଦାନ୍ ମିସା ଦେଲାଆଚେ ।
29 pois vos foi concedido, por amor de Cristo, não somente o crer nele, mas também o padecer por ele,
30 ତମର୍ ବିରୁଦେ ଆଇବା ଲକ୍ମନର୍ ସଙ୍ଗ୍ ଜନ୍ ଜୁଇଦେ ତମେ ରଇଲାସ୍, ସେନ୍ତାରିସେ ଗଟେକ୍ ଜୁଇଦେ ମୁଇ ମିସା ପିଲିପ୍ତେଇ ରଇଲାବେଲେ ଅଇଲାଟା ତମେ ଦେକିଆଚାସ୍ । ଆରି ଏବେ ମିସା ସେ ଜୁଇଦେ ମୁଇ ଆଚି ବଲି ତମେ ସୁନି ଆଇଲାସ୍ନି ।
30 tendo o mesmo combate que já em mim tendes visto e agora ouvis que está em mim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?