Efésios 3
DSO vs ACF
1 ଏଟାର୍ଲାଗି ତମର୍ ପାରା ଜିଉଦି ନଇଲା ଲକର୍ ପାଇ, କିରିସ୍ଟ ଜିସୁର୍ ଲାଗି ବନ୍ଦି ଅଇରଇବା ପାଉଲ୍ ମୁଇ, ପର୍ମେସର୍କେ ପାର୍ତନା କଲିନି ।
1 Por esta causa eu, Paulo, sou o prisioneiro de Jesus Cristo por vós, os gentios;
2 ତମର୍ ନିକପାଇ ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଏ କାମ୍ ଦେଇଆଚେ । ଏଟା ନିଜେ ସୁନିଆଚାସ୍ ।
2 Se é que tendes ouvido a dispensação da graça de Deus, que para convosco me foi dada;
3 ପର୍ମେସର୍ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍ତୁ ତମ୍କେ ଅଲପ୍ ଲେକି ରଇଲି ।
3 Como me foi este mistério manifestado pela revelação, como antes um pouco vos escrevi;
4 ସେଟା ପଡ୍ଲେ, କିରିସ୍ଟର୍ ପାଇ ରଇବା ପର୍ମେସରର୍ ଟିକିନିକି ବିସଇ ମୁଇ ବୁଜ୍ଲିଆଚି ବଲି, ତମେ ଜାନି ପାର୍ସା ।
4 Por isso, quando ledes, podeis perceber a minha compreensão do mistério de Cristo,
5 ଆଗର୍ ଲକ୍ମନ୍କେ ଏ ଟିକିନିକି ବିସଇ ନ କୁଆଅଇ ରଇଲା । ମାତର୍ ଏବେ ତାର୍ ଆତ୍ମା ଦେଇ, ସେ ବାଚି ରଇବା ତାର୍ ସୁକଲ୍ ପେରିତ୍ମନ୍କେ ଆରି ବବିସତ୍ବକ୍ତାମନ୍କେ ସେ ଜାନାଇଲା ଆଚେ ।
5 O qual noutros séculos não foi manifestado aos filhos dos homens, como agora tem sido revelado pelo Espírito aos seus santos apóstolos e profetas;
6 ଏ ଲୁଚି ରଇବା ବିସଇ ଅଇଲାନି, ସୁବ୍କବରର୍ ଲାଗି, ଜିଉଦି ବିସ୍ବାସିମନର୍ ସଙ୍ଗ୍, ଜିଉଦି ନଇଲା ବିସ୍ବାସିମନ୍ ମିସା ପର୍ମେସରର୍ ଆସିର୍ବାଦେ ମିସ୍ବାଇ । ସେମନ୍ ମିସିକରି, ଗଟେକ୍ ଗାଗଡ୍ ପାରା ଅଇଜିବାଇ । ମାପ୍ରୁ ଜିସୁ କିରିସ୍ଟର୍ ଲାଗି ପର୍ମେସର୍ ଦେଇ ରଇବା ସବୁ କାତାଇ ବାଗ୍ ଅଇସା ।
6 A saber, que os gentios são co-herdeiros, e de um mesmo corpo, e participantes da promessa em Cristo pelo evangelho;
7 ପର୍ମେସର୍ ତାର୍ ଜିବନ୍ ଦୁକାଇଲାର୍ ତେଇଅନି ମକେ ଜନ୍ ଦାନ୍ ଦେଇ ଆଚେ, ସେଟାର୍ ଲାଗି ମୁଇ ନିମାନ୍ କବର୍ ଜାନାଇବା ଲକ୍ ଅଇଲିଆଚି । ତାର୍ ବପୁ ମର୍ ବିତ୍ରେ କାମ୍ କଲାର୍ ଲାଗି ଏଟା ଅଇଲା ।
7 Do qual fui feito ministro, pelo dom da graça de Deus, que me foi dado segundo a operação do seu poder.
8 ମୁଇ ପର୍ମେସରର୍ ଲକ୍ମନର୍ ସବୁର୍ଟାନେଅନି ସାନ୍ ଅଇଲେ ମିସା ଜିଉଦିନଇଲା ଲକ୍ମନ୍କେ କିରିସ୍ଟର୍ଟାନେ ରଇବା ନିକ ନିକ ବିସଇ ଜାନାଇବାକେ ମକେ ସେ ବାଚ୍ଲା ଆଚେ । ଏ ବିସଇ ଲକ୍ମନ୍ ବୁଜ୍ବାକେ ଆବଡ୍ ରଇବାଟା ।
8 A mim, o mínimo de todos os santos, me foi dada esta graça de anunciar entre os gentios, por meio do evangelho, as riquezas incompreensíveis de Cristo,
9 ପର୍ମେସର୍ ତାର୍ ଲୁଚ୍ତେରଇବା ଜଜ୍ନା କେନ୍ତାର୍ ପୁରାପୁରୁନ୍ କର୍ସି, ସେଟା ସବୁ ଜାନାଇବାକେ ମିସା ମକେ ବାଚ୍ଲା ଆଚେ । ସବୁ ବିସଇ ତିଆର୍ କଲା ବେଲେଅନି, ଏବେ ଜାକ ସେ ତାର୍ ଟିକିନିକି ବିସଇ ଲୁଚାଇକରି ସଙ୍ଗଇରଇଲା, ।
9 E demonstrar a todos qual seja a comunhão do mistério, que desde os séculos esteve oculto em Deus, que tudo criou por meio de Jesus Cristo;
10 ଜେନ୍ତାର୍କି ମଣ୍ଡ୍ଲିର୍ ଟାନେଅନି ତାର୍ ବିନ୍ ବିନ୍ ରକାମର୍ ଗିଆନ୍ ସର୍ଗର୍ ସାସନ୍କାରିଆମନ୍କେ ଆରି ବପୁ ରଇବାଟାମନ୍କେ, ସେ ଜାନାଇସି ।
10 Para que agora, pela igreja, a multiforme sabedoria de Deus seja conhecida dos principados e potestades nos céus,
11 ଜଗତ୍ ତିଆର୍ କର୍ବା ଆଗ୍ତୁ, ଏଟା ସେ ଜଜ୍ନା କରିରଇଲା । ଏଟା ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଲାଗି ସେ ପୁରାପୁରୁନ୍ କଲା ଆଚେ ।
11 Segundo o eterno propósito que fez em Cristo Jesus nosso Senhor,
12 କିରିସ୍ଟର୍ ତେଇ ବିସ୍ବାସ୍ କଲାର୍ ପାଇ ଆରି ତାର୍ ସଙ୍ଗ୍ ମିସି ରଇଲାର୍ ପାଇ, ନ ଡର୍ତେ, ସାଆସ୍ ଅଇକରି, ପର୍ମେସରର୍ ମୁଆଟେ ଟିଆ ଅଇବୁ ।
12 No qual temos ousadia e acesso com confiança, pela nossa fé nele.
13 ସେଟାର୍ ପାଇ ମୁଇ ତମ୍କେ ବାବୁଜିଆ କରି କଇଲିନି, “ତମର୍ ପାଇ ବଲି ଅଇବା ମର୍ ଦୁକ୍ କସ୍ଟର୍ ପାଇ ମନ୍ଦୁକ୍ କରାନାଇ, ଏ ସବୁ ତମର୍ ବଲ୍ ପାଇ ଅଇଆଚେ ।”
13 Portanto, vos peço que não desfaleçais nas minhas tribulações por vós, que são a vossa glória.
14 ସେଟାର୍ପାଇ ବଲିକରି ମୁଇ ପର୍ମେସରର୍ ମୁଆଟେ ମାଣ୍ଡିକୁଟା ଦେଇ ପାର୍ତନା କଲିନି,
14 Por causa disto me ponho de joelhos perante o Pai de nosso Senhor Jesus Cristo,
15 ତାର୍ ଲାଗିସେ ସରଗର୍ ଆରି ପୁର୍ତିବିର୍ ସବୁ କୁଟୁମ୍ ଅଇଲା ଆଚେ,
15 Do qual toda a família nos céus e na terra toma o nome,
16 ମୁଇ ପାର୍ତନା କଲିନି ଜେନ୍ତିକି ସେ ତାର୍ ନ ସାର୍ବା ମଇମାଇଅନି, ତାର୍ ଆତ୍ମା ତମ୍କେ ବପୁ ଦେଇସି, ଜେନ୍ତିକି ତମର୍ ମନ୍ ଡାଟ୍ ଅଇସି ।
16 Para que, segundo as riquezas da sua glória, vos conceda que sejais corroborados com poder pelo seu Espírito no homem interior;
17 ମୁଇ ପାର୍ତନା କଲିନି, ଜେନ୍ତିକି ତମର୍ ବିସ୍ବାସର୍ ଲାଗି, କିରିସ୍ଟ ତମର୍ ବିତ୍ରେ ବାସା ଅଇସି । ଆରି, ତମେ ପର୍ମେସର୍କେ ଆରି ବିନ୍ ଲକ୍କେ ଆଲାଦ୍ କଲାଟାନେଅନି, ବୁଏଁ ଜାଇତେରଇବା ଗଚର୍ ଚେର୍ପାରା ଆରି କୁନାଦି ଉପ୍ରେ ତିଆର୍ ଅଇଲା ଗର୍ ପାରା ଡାଟ୍ ଅଇସା ।
17 Para que Cristo habite pela fé nos vossos corações; a fim de, estando arraigados e fundados em amor,
18 ମୁଇ ପାର୍ତନା କଲିନି ତମେ ପର୍ମେସରର୍ ଲକ୍ମନର୍ ସଙ୍ଗ୍ ମିସିକରି କିରିସ୍ଟର୍ ଆଲାଦ୍ ବୁଜ୍ବାକେ ବପୁ ପାଇସା । ତାର୍ ବଡ୍ ଆଲାଦ୍ ସଙ୍ଗ୍ ସେ ଆମ୍କେ ଆଲାଦ୍ କଲା ଆଚେ ।
18 Poderdes perfeitamente compreender, com todos os santos, qual seja a largura, e o comprimento, e a altura, e a profundidade,
19 ଉଁ, ନର୍ଲକ୍ ବୁଜ୍ବା ତେଇଅନି ଅଦିକ୍ କିରିସ୍ଟ ଆମ୍କେ ଆଲାଦ୍ କଲା ଆଚେ, ସେ ଆଲାଦ୍ ତମେ ଜାନା ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ତମର୍ ଚାଲାଚାଲ୍ତି ପରମେସରର୍ ପାରା ଅଇ ଆଇସି ।
19 E conhecer o amor de Cristo, que excede todo o entendimento, para que sejais cheios de toda a plenitude de Deus.
20 ପର୍ମେସର୍ ଜେକି ଆମେ ତାକେ ମାଙ୍ଗ୍ବା ତେଇଅନି କି ଚିନ୍ତା କର୍ବା ତେଇଅନି ଅଦିକ୍ କରିପାର୍ସି, କାଇକେ ବଇଲେ ତାର୍ ବଡ୍ ବପୁ ସଙ୍ଗ୍ ସେ ଆମର୍ ବିତ୍ରେ କାମ୍ କରି ଆଇଲାନି ।
20 Ora, àquele que é poderoso para fazer tudo muito mais abundantemente além daquilo que pedimos ou pensamos, segundo o poder que em nós opera,
21 ମଣ୍ଡଲିଟାନେ ଆରି କିରିସ୍ଟ ଜିସୁର୍ଟାନେଅନି ପର୍ମେସରର୍ ବଡ୍ ବପୁ ବିନ୍ ଲକ୍କେ ଡିସ୍ଲାନି, ତାର୍ ବଡ୍ ବପୁର୍ ଲାଗି ପର୍ମେସର୍କେ ଡାକ୍ପୁଟା କରୁ, କାଲ୍କାଲ୍ ଜୁଗ୍ଜୁଗ୍ ସେ ଡାକ୍ପୁଟା ପାଇତେରଅ । ଆମେନ୍ !
21 A esse glória na igreja, por Jesus Cristo, em todas as gerações, para todo o sempre. Amém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?