Efésios 2
DSO vs ARIB
1 ଆଗ୍ତୁ ତମର୍ ପାପର୍ ଲାଗି, ତମେ ଆତ୍ମାଇ ମରି ରଇଲାସ୍ ।
1 Ele vos vivificou, estando vós mortos nos vossos delitos e pecados,
2 ସେବେଲେ ଜଗତର୍ ସତ୍ ନଇଲା ବାଟେ ଇଣ୍ଡ୍ତେରଇଲାସ୍ ଆରି ଆକାସର୍, ଗାଗଡ୍ ଦାରି ନ ରଇବା, ସାସନ୍କାରିଆର୍ ତଲେ ରଇଲାସ୍ । ସେ ସାସନ୍କାରିଆ ଏବେ ପର୍ମେସରର୍ ଆଦେସ୍ ନ ମାନ୍ବା ଲକ୍ମନ୍କେ ସାସନ୍ କଲାନି ।
2 nos quais outrora andastes, segundo o curso deste mundo, segundo o príncipe das potestades do ar, do espírito que agora opera nos filhos de desobediência,
3 ସତଇସେ ଆମେ ସବୁଜାକ, ସେ ରକାମ୍ ରଇଲୁ ଆରି ଗାଗଡର୍ ଆରି ମନର୍ ଲାଲ୍ସା ଇସାବେ ଜିଉନା କାଉନା କର୍ତେ ରଇଲୁ । ଆରି ଅଲ୍ଗା ଲକ୍ମନର୍ ପାରା ଆମେମିସା ପର୍ମେସରର୍ ରିସାର୍ ଡଣ୍ଡ୍ ପାଇବାକେ ଜାଇତେ ରଇଲୁ ।
3 entre os quais todos nós também antes andávamos nos desejos da nossa carne, fazendo a vontade da carne e dos pensamentos; e éramos por natureza filhos da ira, como também os demais.
4 ମାତର୍ ଏ ରକାମ୍ ରଇଲେମିସା ଦୟାଦେକାଇବା ପର୍ମେସର୍, ଆମ୍କେ ଜନ୍ ବଡ୍ ଆଲାଦ୍ ସଙ୍ଗ୍ ଆଲାଦ୍ କଲା,
4 Mas Deus, sendo rico em misericórdia, pelo seu muito amor com que nos amou,
5 ସେଟାର୍ପାଇ ଆମ୍କେ କିରିସ୍ଟର୍ ସଙ୍ଗ୍ ଜିବନ୍ କଲାଆଚେ, ସେ ଜିବନ୍ ଦୁକାଇଲାକେ ତମେ ମୁକ୍ତି ପାଇ ଆଚାସ୍ ।
5 estando nós ainda mortos em nossos delitos, nos vivificou juntamente com Cristo {pela graça sois salvos},
6 ପର୍ମେସର୍ କିରିସ୍ଟର୍ ସଙ୍ଗ୍ ଆମ୍କେ ଉଟାଇଲା ଆଚେ, ଆରି ତାର୍ ସଙ୍ଗ୍ ଗଟେକ୍ ଅଇବାର୍ ଲାଗି, ସରଗ୍ ଉପ୍ରେ ସାସନ୍ କର୍ବାପାଇ ବଲିକରି, ତାର୍ ସଙ୍ଗ୍ ବସାଇଲା ଆଚେ ।
6 e nos ressuscitou juntamente com ele, e com ele nos fez sentar nas regiões celestes em Cristo Jesus,
7 ଜେନ୍ତିକି ଆଇବା ଦିନ୍ମନ୍କେ ଜିସୁ କିରିସ୍ଟର୍ ଲାଗି ରଇବା ତାର୍ ବଡ୍ ଜିବନ୍ଦୁକାଇଲାଟା, ସବୁକେ ଦେକାଇ ଅଇସି ।
7 para mostrar nos séculos vindouros a suprema riqueza da sua graça, pela sua bondade para conosco em Cristo Jesus.
8 କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇଲାର୍ପାଇ, ତମେ ମୁକ୍ତି ପାଇ ଆଚୁସ୍, ସେଟା ତମେ ବିସ୍ବାସ୍ କଲାର୍ ଲାଗି,। ତମେ କରିରଇବା କାଇ ନିକ କାମର୍ ଲାଗି ନାଇ, ସେଟା ପର୍ମେସରର୍ ଦାନ୍ ।
8 Porque pela graça sois salvos, por meio da fé, e isto não vem de vós, é dom de Deus;
9 ଜେନ୍ତିକି ଏ ବିସଇନେଇ କେ ମିସା ନିଜେ ବଡ୍ପନ୍ ଅଇ ନାପାରେ ।
9 não vem das obras, para que ninguém se glorie.
10 ପର୍ମେସର୍ସେ ଆମ୍କେ ତିଆର୍ କଲା ଆଚେ । ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ନିକ କାମ୍ କର୍ବାକେ ସେ ଆମ୍କେ ନୁଆ କଲା ଆଚେ । ଏଟା ଆଗ୍ତୁଆନି ସେ ଆମର୍ ପାଇ ମନ୍ କରି ରଇଲା ।
10 Porque somos feitura sua, criados em Cristo Jesus para boas obras, as quais Deus antes preparou para que andássemos nelas.
11 ତମେ, ଜିଉଦି ନ ଅଇଲା ଲକ୍ମନ୍, ଆଗେ କେନ୍ତାର୍ ରଇଲାସ୍ ଏତାଇ ଦେକା । ନିଜେ ସୁନତ୍ ବଲାଇଅଇତେ ରଇବା ଜିଉଦିମନ୍ ତମ୍କେ ସୁନତ୍ ନ ଅଇଲା ଲକ୍ ବଲି କଇତେ ରଇଲାଇ । ମାତର୍ ସୁନତ୍ ଅଇବାଟା ଗାଗଡେ କର୍ବା କାମ୍ ।
11 Portanto, lembrai-vos que outrora vós, gentios na carne, chamam circuncisão, feita pela mão dos homens,
12 ଆଗେ ତମେ କିରିସ୍ଟର୍ ଲଗେ ଅନି ଦୁର୍କେ ରଇଲାସ୍ । ଆରି ପର୍ମେସର୍ ବାଚିରଇବା ଲକ୍ମନର୍ଟାନେ ମିସି ନ ରଇଲାସ୍ । ତାର୍ ଲକ୍ମନ୍କେ କାତା ଦେଇ, ତିଆର୍ କରିରଇବା ନିୟମ୍ଟାନେ, ତମର୍ କାଇ ମିସା ଅଦିକାର୍ ନ ରଇଲା । ତମେ ଜଗତେ ବାସାକରି, କାଇ ଆସା ନ ରଇକରି ପର୍ମେସରର୍ ଲକ୍ ନ ଅଇ ରଇଲାସ୍ ।
12 estáveis naquele tempo sem Cristo, separados da comunidade de Israel, e estranhos aos pactos da promessa, não tendo esperança, e sem Deus no mundo.
13 ଗଟେକ୍ ବେଲାଇ ଦୁରିକେ ରଇଲାସ୍ । ଏବେ ଜିସୁର୍ ସଙ୍ଗ୍ ମିସିକରି କିରିସ୍ଟ ବନି ଦେଇ ମଲାର୍ପାଇ ତାର୍ ଲଗେ ଅଇଆଚାସ୍ ।
13 Mas agora, em Cristo Jesus, vós, que antes estáveis longe, já pelo sangue de Cristo chegastes perto.
14 କାଇକେ ବଇଲେ ଜିଉଦି ଆରି ଜିଉଦି ନଇଲା ଲକ୍କେ ଗଟେକ୍ କରି, କିରିସ୍ଟ ନିଜେ ଆମର୍ ବିତ୍ରେ ସାନ୍ତି ଆନିଦେଇ ଆଚେ । ସେମନ୍କେ ବେଗ୍ଲାଇକରି ନିଜର୍ ନିଜର୍ ସତ୍ରୁ ପାରା କରି ସଙ୍ଗଇଅଇରଇବା ପାଚୁରି, ସେ ତାର୍ ଗାଗଡ୍ସଙ୍ଗ୍ ବାଙ୍ଗାଇଲା ଆଚେ ।
14 Porque ele é a nossa paz, o qual de ambos os povos fez um; e, derrubando a parede de separação que estava no meio, na sua carne desfez a inimizade,
15 ସେ ଜିଉଦିମନ୍ ମାନିଆଇତେରଇବା ସବୁ ରିତିନିତି ନିୟମ୍ ବାଙ୍ଗାଇକରି, ଜିଉଦି ଆରି ଜିଉଦି ନଇଲା ଲକ୍ମନର୍ଟାନେଅନି ତାର୍ ସାଇଜ ପାଇତେରଇବା ଗଟେକ୍ ନୁଆ ମୁନୁସ୍ଜାତି ତିଆର୍ କଲାଆଚେ । ଏନ୍ତାରି କରି ଦୁଇ ଦଲ୍ ବିତ୍ରେ ସେ ସାନ୍ତି ଆନିଦେଇ ଆଚେ ।
15 isto é, a lei dos mandamentos contidos em ordenanças, para criar, em si mesmo, dos dois um novo homem, assim fazendo a paz,
16 ସେ କୁର୍ସେ ମଲାର୍ପାଇ ବଲି ତାକର୍ ତାକର୍ ବିତ୍ରେ ସତ୍ରୁ ଅଇ ରଇବାଟା, ଲିବାଇଦେଇଆଚେ । କୁରୁସର୍ ଲାଗି ସେ ଦୁଇଟାଜାକ ମିସାଇକରି ଗଟେକ୍ ଗାଗଡ୍ ପାରା କଲାଆଚେ । ଆରି ସେମନ୍କେ ପର୍ମେସରର୍ ଲଗେ ବାଉଡାଇ ଆନ୍ଲାଆଚେ ।
16 e pela cruz reconciliar ambos com Deus em um só corpo, tendo por ela matado a inimizade;
17 ସେଟାର୍ ପାଇ କିରିସ୍ଟ ଆଇଲା ଆରି ପର୍ମେସର୍ତେଇଅନି ଦୁରିକେ ଜାଇ ରଇବା ଜିଉଦି ନଇଲା ଲକ୍ମନ୍କେ ଆରି ତାର୍ ଲଗର୍ ଜିଉଦିମନ୍କେ ସୁବ୍କବର୍ ସୁନାଇଲା ।
17 e, vindo, ele evangelizou paz a vós que estáveis longe, e paz aos que estavam perto;
18 କିରିସ୍ଟର୍ ଲାଗିସେ ଜିଉଦି ଆରି ଜିଉଦି ନଇଲା ସବୁଲକ୍ ଗଟେକ୍ ଆତ୍ମାଇ, ବାବାର୍ ମୁଆଟେ ଆସି ପାର୍ଲୁ ।
18 porque por ele ambos temos acesso ao Pai em um mesmo Espírito.
19 ତେବର୍ ପାଇ ଏ ଜିଉଦି ନଇଲା ଲକ୍ମନ୍, ତମେ ଆରି ବିନ୍ ଦେସେ ବାସା ଅଇରଇବାଲକ୍ ନୁଆସ୍ । ଏବେ ପର୍ମେସରର୍ ଲକ୍ମନର୍ସଙ୍ଗ୍ ତମେମିସା ତାର୍ ରାଇଜେ ମିସ୍ବା ଲକ୍ ଆରି ତାର୍ ଜାତିର୍ କୁଟୁମର୍ ଲକ୍ ।
19 Assim, pois, não sois mais estrangeiros, nem forasteiros, antes sois concidadãos dos santos e membros da família de Deus,
20 ତମେ ମିସା ପେରିତ୍ ସିସ୍ମନ୍ ଆରି ବବିସତ୍ବକ୍ତାମନ୍ କରିରଇବା କୁନାଦି ଉପ୍ରେ, ତିଆର୍ ଅଇଲା ଗର୍ ପାରା । ସେ ଗର୍ କନର୍ ମୁଲ୍ ପାକ୍ନା ଅଇଲାନି କିରିସ୍ଟ ଜିସୁ ।
20 edificados sobre o fundamento dos apóstolos e dos profetas, sendo o próprio Cristo Jesus a principal pedra da esquina;
21 ସେ ଆକା ଗର୍କେ ସମାନ୍କରି ସଙ୍ଗଇଲା ଆଚେ ଆରି ମାପ୍ରୁର୍ପାଇ ଗଟେକ୍ ସର୍ପିଦେଲା ସୁକଲ୍ ମନ୍ଦିର୍ପାରା କଲାଆଚେ ।
21 no qual todo o edifício bem ajustado cresce para templo santo no Senhor,
22 କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ, ଗଟେକ୍ ଗର୍ ପାରା ତମେ ସବୁକେ ମିସିକରି ତିଆର୍ କଲାନି । ଜେନ୍ତାରିକି ତମେ ପର୍ମେସର୍ ତାର୍ ଆତ୍ମାଇ ରଇବା ଗଟେକ୍ ବାସା ଅଇବା ଗର୍ ପାରା ଅଇସା ।
22 no qual também vós juntamente sois edificados para morada de Deus no Espírito.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?