2 Tessalonicenses 2
DSO vs ACF
1 ଏ ବାଇବଇନିମନ୍, ମାପ୍ରୁ ଜିସୁକିରିସ୍ଟ ଆରିତରେକ୍ ଆଇବା ବିସଇ ଆରି ତାର୍ଲଗେ ଆମେ ସବୁଲକ୍ ରୁଣ୍ଡ୍ଅଇବା ବିସଇ, ତମ୍କେ ଆମେ ବାବୁଜିଆ କଲୁନି ।
1 Ora, irmãos, rogamo-vos, pela vinda de nosso Senhor Jesus Cristo, e pela nossa reunião com ele,
2 କାର୍ଲଗେଅନି ମିସା ମାପ୍ରୁର୍ ଦିନ୍ କେଟ୍ଲାବେ, ବଲିକରି ସୁନିଦେଇ କିଲ୍ବିଲ୍ ଉଆନାଇ । ଜଦି ସେ କବର୍ ଆମେ ବବିସତ୍କାତା କଇଲୁ କି ଜାନାଇଲୁ ନଇଲେ ଚିଟିଟାନେ ଲେକିଆଚତ୍ ବଲି ସୁନ୍ଲେ ମିସା ସେନ୍ତାର୍ ଉଆନାଇ ।
2 Que não vos movais facilmente do vosso entendimento, nem vos perturbeis, quer por espírito, quer por palavra, quer por epístola, como de nós, como se o dia de Cristo estivesse já perto.
3 କେ ମିସା ସେନ୍ତାରିକରି ତମ୍କେ ବୁଲ୍ ବାଟେ ନ ନେଅ । କାଇକେବଇଲେ ପର୍ତୁମ୍ ଦରମର୍ ପାଇ ବିରଦ୍ ଅଇସି । ତାର୍ପଚେ ବିନାସ୍ କରୁ ଜେ କି ପାପି ମୁନୁସ୍ ଆଇବା ଦର୍କାର୍ । ସେ ପାପି ମୁନୁସ୍ ନ ସାର୍ବା ମରନେ ଜାଇସି ।
3 Ninguém de maneira alguma vos engane; porque não será assim sem que antes venha a apostasia, e se manifeste o homem do pecado, o filho da perdição,
4 ସେ ଦୁରାଚାର୍ ମୁନୁସ୍ ଜନ୍ ସବୁ ବିସଇ ପର୍ମେସରର୍ ବଲି ଲକ୍ମନ୍ ପୁଜା କଲାଇନି, ସବୁର୍ଟାନେଅନି ସେ ନିଜେ ମୁକିଅ ବଲି କଇସି । ଜେନ୍ତି କି ପର୍ମେସରର୍ ମନ୍ଦିରେ ବସିକରି ମୁଇ ଆକା ପର୍ମେସର୍, ବଲି ଦେକାଇ ଅଇସି ।
4 O qual se opõe, e se levanta contra tudo o que se chama Deus, ou se adora; de sorte que se assentará, como Deus, no templo de Deus, querendo parecer Deus.
5 ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି ?
5 Não vos lembrais de que estas coisas vos dizia quando ainda estava convosco?
6 ଅଇଲେମିସା ସେ ବିପଦ୍ ଏବେ ନ ଗଟେତା । କାଇକେବଇଲେ ତାର୍ସଙ୍ଗ୍ ଜୁଜ୍ବାକେ ଏବେ ଗଟେକ୍ ବପୁ ଆଚେ । ସେଟା କାଇ ତମେ ଜାନାସ୍ କି ? ସମାନ୍ ବେଲାଇ ସେ କାରାପ୍ ଲକ୍ ବାରଇସି ।
6 E agora vós sabeis o que o detém, para que a seu próprio tempo seja manifestado.
7 କାଇକେବଇଲେ ଏବେ ମିସା ଲୁଚ୍ତେ ଅନିଆଇର୍ ପାପ୍ କାମ୍ ଚାଲିଆଚେ । ଜନ୍ କାରାପ୍ ଲକ୍ ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ବିରଦ୍ କଲାନି, ସେ ଲକ୍ ବିନାସ୍ ନ ଅଇବା ଜାକ, ଏଟା ଏନ୍ତିସେ ଅଇତେରଇସି ।
7 Porque já o mistério da injustiça opera; somente há um que agora o retém até que do meio seja tirado;
8 ସେଡ୍କିବେଲେ ସେ କାରାପ୍ ଲକ୍ ଦେକାଇ ଅଇସି । ତାକେ ମାପ୍ରୁ ଜିସୁ ତାର୍ ନିଜର୍ ଟଣ୍ଡେଅନି ବାରଇବା ପୁଣ୍ଡା ସଙ୍ଗ୍ ନାସ୍ କର୍ସି । ଆରି ତରେକ୍ ସେ ଡାକ୍ପୁଟା ସଙ୍ଗ୍ ଆଇବାବେଲେ ସେ କାରାପ୍ ଲକ୍ ବିନାସ୍ ଅଇଜାଇସି ।
8 E então será revelado o iníquo, a quem o Senhor desfará pelo assopro da sua boca, e aniquilará pelo esplendor da sua vinda;
9 ସେ କାରାପ୍ ଲକ୍, ସଇତାନର୍ ବପୁ ପାଇକରି ଆଇସି । ଆରି କାବା ଅଇବା କାମ୍ମନ୍ କରି ଦେକାଇସି ।
9 A esse cuja vinda é segundo a eficácia de Satanás, com todo o poder, e sinais e prodígios de mentira,
10 କେତେ କେତେ ଲକ୍ମନ୍ ସେ କର୍ବା କାମେ ଜାଇ କିଲ୍ବିଲ୍ ଅଇବାଇ ଆରି ନସ୍ଟ ଅଇଜିବାଇ । ଜନ୍ ସତ୍ ମାନିକରି ସେବାଟେ ଗାଲେ, ସେମନ୍ ନ ସର୍ବା ଜିବନ୍ ପାଇତାଇ, ସେଟା ଚାଡିଦେଇରଇବା ଲାଗି ସେମନ୍କେ ଏ ଦସା ଅଇସି ।
10 E com todo o engano da injustiça para os que perecem, porque não receberam o amor da verdade para se salvarem.
11 ସେମନ୍ ଜେନ୍ତିକି ମିଚ୍ କାତା ବିସ୍ବାସ୍ କର୍ବାଇ, ସେଟାର୍ପାଇ ପର୍ମେସର୍ ସେମନର୍ଟାନେ ସତ୍ ନଇବା ବପୁ ପାଟାଇସି ।
11 E por isso Deus lhes enviará a operação do erro, para que creiam a mentira;
12 ଜେନ୍ତିକି ଜନ୍ ଲକ୍ମନ୍ ସତ୍ ବିସଇ ବିସ୍ବାସ୍ ନ କରି ମିଚ୍ ବିସଇ ବିସ୍ବାସ୍ କରି ସାର୍ଦା ଅଇବାଇ, ସେମନ୍ ସବୁଲକ୍ ଏ ରକାମ୍ ଡଣ୍ଡ୍ ପାଇବାଇ ।
12 Para que sejam julgados todos os que não creram a verdade, antes tiveram prazer na iniqüidade.
13 ତେବର୍ପାଇ ଏ ବାଇବଇନିମନ୍, ତମର୍ପାଇ ସବୁବେଲେ ପର୍ମେସର୍କେ ଦନିଅବାଦ୍ ଦେବାର୍ ଆଚେ । କାଇକେ ବଇଲେ ପର୍ମେସର୍ ତମ୍କେ ଆଲାଦ୍ କଲାନି ଆରି ଆଗେଅନି ସେ ତମ୍କେ ବାଚ୍ଲା ଆଚେ । ଜେନ୍ତିକି ସେ ତମ୍କେ ରକିଆ କରି ପାର୍ସି । ସୁକଲ୍ ଆତ୍ମାର୍ କାମର୍ ଲାଗି ତମେ ସୁକଲ୍ ଅଇ ସତ୍ ବିସଇ ବିସ୍ବାସ୍ କରି ପାର୍ସା ।
13 Mas devemos sempre dar graças a Deus por vós, irmãos amados do Senhor, por vos ter Deus elegido desde o princípio para a salvação, em santificação do Espírito, e fé da verdade;
14 ଆମେ ତମର୍ଟାନେ ଜନ୍ ନିମାନ୍ କବର୍ ଜାନାଇଆଚୁ, ସେଟାର୍ଲାଗି ପର୍ମେସର୍ ତମ୍କେ ବାଚ୍ଲା ଆଚେ । ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଡାକ୍ପୁଟା ଅଇବା ଟାନେ ମିସାଇବାକେ ବାଚିଆଚେ ।
14 Para o que pelo nosso evangelho vos chamou, para alcançardes a glória de nosso Senhor Jesus Cristo.
15 ତେବେ ଏ ବାଇବଇନିମନ୍, ତମେ ତବିର୍ ଅଇକରି ରୁଆ । ଆମେ ବାକିଅ ଦେଲାଟାନେ ଅନି, କି ଚିଟିତେଇ ଅନି ତମେ ଜନ୍ଟା ସିକିଆଚାସ୍, ସେ ସବୁ ଚାଡାନାଇ ।
15 Então, irmãos, estai firmes e retende as tradições que vos foram ensinadas, seja por palavra, seja por epístola nossa.
16 ନିଜେ ଆମର୍ ମାପ୍ରୁ ଜିସୁ କିରିସ୍ଟ, ଆରି ଜନ୍ ଆମର୍ ବାବା ପର୍ମେସର୍ ଆମ୍କେ ଆଲାଦ୍ କଲା, ସେ ଆକା ଆମ୍କେ ଜିବନ୍ ଦୁକାଇକରି କେବେ ନ ସାର୍ବା ବପୁ ଆରି ଆସା ଦେଇଆଚେ ।
16 E o próprio nosso Senhor Jesus Cristo e nosso Deus e Pai, que nos amou, e em graça nos deu uma eterna consolação e boa esperança,
17 ସେ ସବୁବେଲେ ସତ୍ କାମ୍ କର୍ବାକେ ଆରି ବାକିଅତେଇ ତବିର୍ ଅଇ ରଇବାକେ ସାଇଜ କର ।
17 Console os vossos corações, e vos confirme em toda a boa palavra e obra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?