2 Coríntios 2
DSO vs ARC
1 ମାତର୍ ମୁଇ ଆଗତୁ ଆଇଲା ବେଲେ ଜେନ୍ତିକି ତମ୍କେ ଦୁକ୍ ଦେଲି, ସେନ୍ତି ଆରିତରେକ୍ ଦୁକ୍ ଦେବାର୍ ଆଲେ ନ ଆସି ବଲି ବାବ୍ତେ ରଇଲି ।
1 Mas deliberei isto comigo mesmo: não ir mais ter convosco em tristeza.
2 ଜଦି ମୁଇ ତମ୍କେ ଦୁକ୍ଦେବି, ତେବେ କେ ମକେ ସାର୍ଦା କରାଇବାଇ ? ଜନ୍ ଲକ୍କେ ମୁଇ ଦୁକ୍ ଦେଇରଇଲି, ସେ ସମାନ୍ ଲକ୍ ତମେ ଆକା ।
2 Porque, se eu vos entristeço, quem é que me alegrará, senão aquele que por mim foi contristado?
3 ସେଟାର୍ପାଇ ମୁଇ ତମ୍କେ ଚିଟି ଲେକିରଇଲି । ଜନ୍ ଲକ୍ମନ୍ ମକେ ସାର୍ଦା କରାଇବାର୍ ଆଚେ, ମୁଇ ଆଇଲେ ସେମନ୍ସେ ମକେ ଦୁକ୍ ଦେଅତ୍ ବଲି ମନ୍ କରିନାଇ । ମୁଇ ଜାନି, ମୁଇ ସାର୍ଦା ଅଇକରି ରଇଲେ, ତମେ ମିସା ସବୁଲକ୍ ସାର୍ଦା ଅଇରଇସା ।
3 E escrevi-vos isso mesmo para que, quando lá for, não tenha tristeza da parte dos que deveriam alegrar-me, confiando em vós todos de que a minha alegria é a de todos vós.
4 ମୁଇ ମନେ ମନେ ବେସି ଦୁକ୍ କସ୍ଟ ଅଇକରି ଆରି ମନେ ମନେ କାନ୍ଦି ଆସୁଜରାଇ କରି ଲେକି ରଇଲି, ଜେନ୍ତିକି ତମେ ଦୁକ୍ ଅଇରୁଆ ବଲିକରି ମୁଇ ବାବିନାଇ । କାଇକେବଇଲେ ମୁଇ ତମ୍କେ ବେସି ଆଲାଦ୍ କଲିନି । ଏଟା ଜେନ୍ତିକି ତମେ ଜାନିରୁଆ ।
4 Porque, em muita tribulação e angústia do coração, vos escrevi, com muitas lágrimas, não para que vos entristecêsseis, mas para que conhecêsseis o amor que abundantemente vos tenho.
5 ଏବେ ତମର୍ ବିତ୍ରେ ଜେ ପାପ୍ କରି ତମ୍କେ ଦୁକ୍ ଦେଲା ଆଚେ, ସେ ଅବ୍କା ମକେ ଦୁକ୍ ଦେଏନାଇ, ମାତର୍ ତମ୍କେ ସବୁକେ ଦୁକ୍ ଦେଲାଆଚେ । ସବୁକେ ନଇଲେ ମିସା, କେତେଲକ୍କେ ଦେଇଆଚେ । ତାର୍ ପାପ୍ କଲାଟା ଅଦିକ୍ ବଡ୍ ଅଇକରି ଡିସ ବଲି ମୁଇ ମନ୍ କରିନାଇ ।
5 Porque, se alguém me contristou, não me contristou a mim senão em parte, para vos não sobrecarregar a vós todos;
6 ତମର୍ ବିତ୍ରେ ଜବର୍ ଲକ୍ ତାକେ ଡଣ୍ଡ୍ ଦେଲାଇ ଆଚତ୍ । ଆରି ସେମନ୍ ତାକେ ଦେଇରଇବା ଡଣ୍ଡ୍ ତାର୍ପାଇ ଅଇଜାଇସି ।
6 basta ao tal esta repreensão feita por muitos.
7 ଏବେ ତମେ ତାକେ କେମା ଦେଇକରି ସାଆସ୍ ଦେବାର୍ ଆଚେ । ସେନ୍ତାରି ନ କଲେ, ସେ ବେସି ଦୁକ୍ ଅଇକରି ତାର୍ ମନ୍ ବାଙ୍ଗିଜାଇସି ।
7 De maneira que, pelo contrário, deveis, antes, perdoar-lhe e consolá-lo, para que o tal não seja, de modo algum, devorado de demasiada tristeza.
8 ସେଟାର୍ପାଇ ତାକେ ଆରିତରେକ୍ ଆଲାଦ୍ କରା ବଲି ମୁଇ ତମ୍କେ ବାବୁଜିଆ କଲିନି ।
8 Pelo que vos rogo que confirmeis para com ele o vosso amor.
9 କାଇକେବଇଲେ ତମେ ବିସ୍ବାସର୍ ପରିକାତେଇ ଡାଟ୍ଅଇ ରଇଲାସ୍ କି ନାଇ, ଆରି ତମେ ମର୍ ଆଦେସ୍ ମାନ୍ଲାସ୍ନି କି ନାଇ ବଲି ଜାନ୍ବାକେ ମୁଇ ତମ୍କେ ଆଗ୍ତୁର୍ ସେ ଚିଟି ଲେକିରଇଲି ।
9 E para isso vos escrevi também, para por essa prova saber se sois obedientes em tudo.
10 ଜେଡେବେଲେ ମିସା ତମେ ସେ କରିରଇବା କାମର୍ ପାଇ ତାକେ କେମା କର୍ସା, ତେବେ ମୁଇମିସା ତାକେ କେମା କର୍ବି, ଜଦି କାଇଟା ମିସା ମୁଇ କର୍ବାର୍ ରଇଲା, ତମର୍ପାଇ ମୁଇ କିରିସ୍ଟର୍ ମୁଆଟେ ସେମନ୍କେ କେମା ଦେଇସାରାଇ ଆଚି ।
10 E a quem perdoardes alguma coisa também eu; porque o que eu também perdoei, se é que tenho perdoado, por amor de vós o fiz na presença de Cristo; para que não sejamos vencidos por Satanás,
11 ଜେନ୍ତିକି ସଇତାନ୍, ଆମର୍ ଉପ୍ରେ ଜିତି ନାପାରେ, କାଇକେବଇଲେ, ସେ କରିରଇବା ସବୁ ଜଜ୍ନା ଆମେ ଜାନ୍ଲୁନି ।
11 porque não ignoramos os seus ardis.
12 କିସ୍ଟର୍ ସୁବ୍କବର୍ ଜାନାଇବାକେ ମୁଇ ଜେଡେବେଲେ ଆଇଲି, ତର୍ଆୟାଇ ସେବା କାମର୍ପାଇ ମାପ୍ରୁର୍ ବାଟ୍ ମେଲାଅଇଆଚେ ବଲି ମୁ ଜାନି ପାର୍ଲି ।
12 Ora, quando cheguei a Trôade para pregar o evangelho de Cristo e abrindo-se-me uma porta no Senhor,
13 ମାତର୍ ଆମର୍ ବାଇ ତିତସ୍କେ ବେଟ୍ ନ ଅଇଲି ଜେ ମର୍ ମନେ ମନେ ବେସି ଚିନ୍ତା ରଇଗାଲା । ତେବର୍ ପାଇ ମୁଇ ତେଇର୍ ଲକ୍ମନ୍କେ ଗାଲିନିବେ ବଲି ତେଇଅନି ମାକିଦନିଆଇ ଉଟିଗାଲି ।
13 não tive descanso no meu espírito, porque não achei ali meu irmão Tito; mas, despedindo-me deles, parti para a Macedônia.
14 ମାତର୍ ପର୍ମେସର୍ ଦନିଅବାଦ୍ ପାଅ । କିରିସ୍ଟତେଇ ମିସିରଇଲାର୍ପାଇ ତାର୍ ଜିତ୍ଲା ଦଲର୍ ଦାଡିତେଇ ବନ୍ଦି ଲକର୍ ଇସାବେ ପର୍ମେସର୍ ଆମ୍କେ ସବୁବେଲେ ଡାକିନେଲାନି । ସବୁଲକ୍କେ କିରିସ୍ଟର୍ ବିସଇ ଜାନାଇବାକେ ସେ ଆମର୍ ଦେଇକରି କାମ୍ କଲାନି । ଜନ୍ଟା କି ଦୁପ୍ ପାରା ସବୁ ଜାଗାଇ ବାସ୍ନା ମାର୍ସି ।
14 E graças a Deus, que sempre nos faz triunfar em Cristo e, por meio de nós, manifesta em todo lugar o cheiro do seu conhecimento.
15 କାଇକେବଇଲେ ଆମେ କିରିସ୍ଟ ପର୍ମେସର୍କେ ପଡାଇ ଦେଇତେରଇବା ଦୁପ୍ ପାରା ଆଚୁ । ଆମେ ଜାନାଇତେରଇବା ସୁବ୍କବର୍ ଗଟେକ୍ ସୁନ୍ଦର୍ ବାସ୍ନା ପାରା ସବୁଲକ୍କେ ଗାଲାନି । ଗଟେକ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ଆରି ଗଟେକ୍ ବାଟର୍ ଲକ୍ମନ୍ ରକିଆ ପାଇଲାଇନି ।
15 Porque para Deus somos o bom cheiro de Cristo, nos que se salvam e nos que se perdem.
16 ଜନ୍ ବାଟର୍ ଲକ୍ମନ୍ ଆଜିଗାଲାଇନି, ସେମନର୍ପାଇ ସେଟା ଗନ୍ଦ୍ । ଆରି ସେଟା ମର୍ବା ବାଟେ ଡାକିନେଇସି । ମାତର୍ ଜନ୍ ବାଟର୍ ଲକ୍ ରକିଆ ପାଇଲାଇନି, ସେଟା ସେମନ୍କେ ସୁନ୍ଦର୍ ବାସ୍ନା । ଆରି ସେଟା ନ ସାର୍ବା ଜିବନ୍ତେଇ ଡାକିନେଇସି । ଏ ଆବଡ୍ କାମ୍ କେ ମିସା କରି ନାପାରତ୍ ।
16 Para estes, certamente, cheiro de morte para morte; mas, para aqueles, cheiro de vida para vida. E, para essas coisas, quem é idôneo?
17 କେତେକ୍ ଲକ୍ମନ୍ ପର୍ମେସରର୍ ବାକିଅ ବେବାର୍ କର୍ତେରଇବା ଜିନିସ୍ ପାରା ବାଇବାଇ, ମାତର୍ ଆମେ ସେନ୍ତାର୍ ନାଇ । କାଇକେବଇଲେ ପର୍ମେସର୍ ଆମ୍କେ ପାଟାଇଆଚେ । କିରିସ୍ଟର୍ ଗତିଦାଙ୍ଗ୍ଡା ଇସାବେ, ଆମେ ତାର୍ ମୁଆଟେ ସତ୍ ବାକିଅ ଜାନାଇବୁ ।
17 Porque nós não somos, como muitos, falsificadores da palavra de Deus; antes, falamos de Cristo com sinceridade, como de Deus na presença de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?