Salmos 90

GL_ORIYA

1 ହେ ପ୍ରଭୁ, ତୁମ୍ଭ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହାଇେଅଛ।

2 ହେ ପରମେଶ୍ବର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ବର ଥିଲ। ତୁମ୍ଭେ ଚିରକାଳ ପରମେଶ୍ବର ହାଇେ ରହିବ।

3 ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ ଏବଂ ପରିଶଷେରେ ତୁମ୍ଭେ ସମାନଙ୍କେୁ ଧୂଳିରେ ପରିଣତ କରିଛ।

4 ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ଯ ଓ ରାତ୍ରୀର ଅଳ୍ପ ସମୟପରି।

5 ତୁମ୍ଭେ ସମାନଙ୍କେର ଜୀବନକୁ ଉଚ୍ଛଦେ କରିଛ, ୟାହା ମୃତ୍ଯୁରେ ଶୋଇ ଥିବା ପରି। ପ୍ରଭାତରେ ସମାନେେ ଗୁଜୁରିବା ତୃଣପରି।

6 ପ୍ରାତଃକାଳରେ ତୃଣ ସତଜେ ହାଇେ ବଢ଼େ। ସନ୍ଧ୍ଯା କଳରେ ତାହା ଶୁଖି ମରିୟାଏ।

7 ହେ ପରମେଶ୍ବର, ତୁମ୍ଭ କୋର୍ଧରେ ଆମ୍ଭମାନେେ କ୍ଷଯ ହେଉ। ପୁଣି ତୁମ୍ଭ କୋର୍ଧ ଆମ୍ଭଙ୍କୁ ଭୟଭୀତ କରେ।

8 ତୁମ୍ଭେ ଆମ୍ଭମାନଙ୍କର ପାପ ବିଷଯରେ ଜାଣ। ତୁମ୍ଭେ ମଧ୍ଯ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।

9 ତୁମ୍ଭର କୋର୍ଧ ଆମ୍ଭମାନଙ୍କ ଜୀବନକୁ ଶଷେ ଦିନ କରିଦଇେ ଆଣିଛି। ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।

10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ, ଅଥବା ୟଦି ଆମ୍ଭେ ଶକ୍ତିଶାଳୀ ତବେେ ଅଶୀ ବର୍ଷ ବଞ୍ଚିପାରୁ। ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ୟନ୍ତ୍ରଣାରେ ଭରପୁର ହାଇେଥାଏ। ଏହାପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।

11 କୌଣସି ଲୋକ ବାସ୍ତବରେ ତୁମ୍ଭର କୋର୍ଧ ଦୂରତା ଜାଣନ୍ତି ନାହିଁ। କିନ୍ତୁ ତୁମ୍ଭର କୋର୍ଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।

12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ ୟାହାଫଳରେ ଆମ୍ଭେ ବୁଦ୍ଧିମାନ୍ ହାଇେ ପାରିବୁ।

13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫରେି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ ? ଆପଣା ଦାସ ପ୍ରତି ଦୟା କର।

14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର। ଆମ୍ଭମାନଙ୍କୁ ୟାବଜ୍ଜୀବନ ଖୁସି ଓ ଆନନ୍ଦିତ ହବୋକୁ ଦିଅ।

15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ୟନ୍ତ୍ରଣା ଦଲେ। ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ୟପରେି ୟଥାର୍ଥ।

16 ତୁମ୍ଭେ କରିପାରୁଥିବା ଆଶ୍ଚର୍ୟ୍ଯ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ ଏବଂ ସମାନଙ୍କେ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦଖାେଅ।

17 ହେ ପରମେଶ୍ବର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର। ଆମ୍ଭର କାର୍ୟ୍ଯ ଆମ୍ଭକୁ ସମର୍ଥନ କରେ, ତଣେୁ ଦୟାକରି ଆମ୍ଭର କାର୍ୟ୍ଯକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।

Ler em outra tradução

Comparar lado a lado