Salmos 133

GL_ORIYA

1 ଏହା କଡ଼େେ ଭଲ ଓ ବଡ଼ ଆନନ୍ଦର କଥା ଯେତବେେଳେ ସବୁ ଭାଇମାନେ ଏକତ୍ର ଜୀବନୟାପନ କରନ୍ତି।

2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ଯ ତୈଳ ସ୍ବରୂପ ୟାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।

3 ଏହା ହର୍ମୋଣ ପର୍ବତରୁ ସିଯୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ଯ। ସହେିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦଇେଛନ୍ତି।

Ler em outra tradução

Comparar lado a lado