Romanos 10

GL_ORIYA

1 ଭାଇ ଓ ଭଉଣୀମାନେ, ମୁଁ ପରମେଶ୍ବରଙ୍କୁ ପ୍ରାର୍ଥନା କରୁଛି ଓ ଏକାନ୍ତ ଭାବରେ ଇଚ୍ଛା କରୁଛା ଯେ ଯିହୂଦୀ ଲୋକେ ରକ୍ଷା ପାଆନ୍ତୁ।

2 ମୁଁ ବିଶ୍ବାସ ପୂର୍ବକ ସମାନଙ୍କେ ବିଷୟ ରେ କହିପା ରେ, ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।

3 ସମାନେେ ଜାଣି ନଥିଲେ ଯେ, ପରମେଶ୍ବର କିପରି ତାହାଙ୍କ ସହିତ ଲୋକମାନଙ୍କୁ ଧାର୍ମିକ କହନ୍ତି। ସମାନେେ ଧାର୍ମିକ ହବୋ ପାଇଁ ନିଜର ଉପାୟ ଦ୍ବାରା ଚେଷ୍ଟା କଲେ। ଅତଏବ ସମାନେେ ଧାର୍ମିକତା ବୋଲି ଗଣିତ ପରମେଶ୍ବରଙ୍କ ମାର୍ଗର ଅନୁ ସରଣ କଲେ ନାହିଁ।

4 ଖ୍ରୀଷ୍ଟ ବ୍ଯବସ୍ଥାକୁ ସମାପ୍ତ କଲେ ଯେପରି, ତାହାଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ପରମେଶ୍ବରଙ୍କଠା ରେ ଧାର୍ମିକ ହାଇେ ପାରିବ।

5 ବ୍ଯବସ୍ଥା ପାଳନ ଦ୍ବାରା ଧାର୍ମିକ ହବୋ ବିଷୟ ରେ ମାଶାେ କହିଛନ୍ତି: ଯେଉଁ ଲୋକ ବ୍ଯବସ୍ଥା ପାଳନ ଦ୍ବାରା ଜୀବନ ପାଇବା ପାଇଁ ଚେଷ୍ଟା କରେ, ସେ ନିଜର କାର୍ୟ୍ଯ ବ୍ଯବସ୍ଥା ଅନୁସାରେ କରିବା ଆବଶ୍ଯକ।

6 କିନ୍ତୁ ବିଶ୍ବାସ ଦ୍ବାରା ଧାର୍ମିକ ହବୋ ବିଷୟ ରେ ଶାସ୍ତ୍ର ଏହିପରି କୁ ହେ: ନିଜେ ନିଜକୁ ପଚ୍ଭାର ନାହିଁ ଯେ 'ସ୍ବର୍ଗକୁ କିଏ ୟିବ?'(ଅର୍ଥାତ୍ କିଏ ସ୍ବର୍ଗରୁ ଖ୍ରୀଷ୍ଟଙ୍କୁ ପୃଥିବୀକୁ ଆଣିବ?)

7 ଓ ଏପରି କୁହ ନାହିଁ ଯେ, 'ପାତାଳକୁ କିଏ ୟିବ?' (ଅର୍ଥାତ୍ ମୃତମାନଙ୍କ ଭିତରୁ ଖ୍ରୀଷ୍ଟଙ୍କୁ ଉପରକୁ କିଏ ଆଣିବ?)

8 ଶାସ୍ତ୍ର କୁ ହେ: ପରମେଶ୍ବରଙ୍କ ଶିକ୍ଷା ତୁମ୍ଭ ପାଖ ରେ ଅଛି; ଏହା ତିମ୍ଭ ମୁଁହ ରେ ଓ ତିମ୍ଭ ହୃଦୟ ରେ ଅଛି। ଆମ୍ଭେ ଲୋକମାନଙ୍କୁ ଘାଷେଣା କରୁଥିବା ସହେି ଶିକ୍ଷାଟି ବିଶ୍ବାସର ଶିକ୍ଷା ଅଟେ।

9 ଯଦି ତୁମ୍ଭେ ନିଜ ମୁହଁ ରେ କୁହ, ଯୀଶୁ ପ୍ରଭୁ ଅଟନ୍ତି, ଓ ତୁମ୍ଭର ମନ ବିଶ୍ବାସ କରେ ଯେ, ପରମେଶ୍ବର ଯୀଶୁଙ୍କୁ ମୃତ୍ଯୁର ଉଠାଇ ଆଣି ଥିଲେ; ତବେେ ତୁମ୍ଭେ ଉଦ୍ଧାର ପାଇୟିବ।

10 ହୃଦୟ ରେ ବିଶ୍ବାସ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ପ୍ରତି ଧାର୍ମିକ ହୋଉ ମୁଖ ଦ୍ବାରା କହି ବିଶ୍ବାସକୁ ପ୍ରକାଶ କଲେ ଆମ୍ଭେ ଉଦ୍ଧାର ପାଉ।

11 ଶାସ୍ତ୍ର କ ହେ: ୟିଏ ତାହାଙ୍କୁ (ଖ୍ରଷ୍ଟଙ୍କୁ) ବିଶ୍ବାସ କରେ ସେ ଲଜ୍ଜତ ହବେ ନାହିଁ।

12 ଏଠା ରେ ୟିଏ ର ଅର୍ଥ ଯିହୂଦୀ ଓ ଅଣଯିହୂଦୀମାନଙ୍କ ଭିତ ରେ ଭଦେ ନଥିବା ସୂଗ୍ଭଏ। ସମସ୍ତ ଲୋକଙ୍କର ଜଣେ ପ୍ରଭୁ। ଯେଉଁ ଲୋକେ ତାହାଙ୍କୁ ବିଶ୍ବାସ କରନ୍ତି, ପରମେଶ୍ବର ସମାନଙ୍କେୁ ଅନକେ ଆଶୀର୍ବାଦ କରନ୍ତି।

13 ଶାସ୍ତ୍ର କୁ ହେ: ପ୍ରଭୁଙ୍କୁ ବିଶ୍ବାସ କରୁଥିବା ପ୍ରେତ୍ୟକକ ଲୋକ ପରିତ୍ରାଣ ପାଇବ।

14 କିନ୍ତ ଲୋକେ ବିଶ୍ବାସ କଲା ପରେ ହିଁ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡାକି ପାରିବେ। ତାହାଙ୍କ ବିଷୟ ରେ ଶୁଣି ସାରିଲା ପରେ ହିଁ, ଲୋକେ ତାହାଙ୍କ ବିଷୟ ରେ ବଶ୍ବାସ କରି ପାରିବେ। କିଏ ଜଣେ ସମାନଙ୍କେୁ କହିଲା ପରେ ହିଁ ଲୋକେ ତାହାଙ୍କ ବିଷୟ ରେ ଶୁଣି ପାରିବେ।

15 ଏହି ଉପଦସେ ଦବୋ ଲୋକ ଜଣକୁ କାହା ଦ୍ବାରା ନ ପଠାଗଲେ ବା ସେ କିପରି ଉପଦେଶ ଦବେ? ଶାସ୍ତ୍ର ରେ ଲଖାେ ଅଛି: ସୁସମାଗ୍ଭର ଦବୋ ପାଇଁ ଆସିବା ଲୋକର ପାଦ କେତେ ସୁନ୍ଦର ଅଟେ।

16 ମାତ୍ର ସମସ୍ତେ ସୁମାଗ୍ଭରକୁ ଗ୍ରହଣ କରି ନାହାଁନ୍ତି। ୟିଶାଇୟ କହନ୍ତି: ହେ ପ୍ରଭୁ, ଆମ୍ଭ ଉପଦେଶ ଗୁଡିକ କିଏ କ'ଣ ବିଶ୍ବାସ କଲା?

17 ସୁସମାଗ୍ଭର ଶୁଣିଲେ ବିଶ୍ବାସ ହୁଏ ଓ ଜଣେ କିଏ ଖ୍ରୀଷ୍ଟଙ୍କ ବିଷୟ ରେ କହିଲେ ଲୋକେ ଶୁଣନ୍ତି।

18 କିନ୍ତୁ ମୁଁ ପଗ୍ଭରୁଛି: କଣ ଲୋକେ ସୁସମାଗ୍ଭର ଶୁଣି ନାହାନ୍ତି? ହଁ ସମାନେେ ଶୁଣିଛନ୍ତି। ଶାସ୍ତ୍ର କୁ ହେ:

19 ପୁନର୍ବାର ମୁଁ ପଗ୍ଭରୁଛ: କଣ ଇଶ୍ରାୟେଲର ଲୋକେ ବୁଝି ପାରି ନଥିଲେ? ହଁ ସମାନେେ ବୁଝି ଥିଲେ। ପ୍ରଥମେ ମାଶାେ କହିଛନ୍ତି:

20 ଏହା ପରେ ୟିଶାଇୟ ନିର୍ଭୟ ହାଇେ କହନ୍ତି:

21 କିନ୍ତୁ ଇଶ୍ରାୟେଲ ଲୋକଙ୍କ ବିଷୟ ରେ ପରମେଶ୍ବର ଏହା କହନ୍ତି, ଆମ୍ଭେ ଏହି ଲୋକଙ୍କ ପାଇଁ ଦିନ ସାରା ଅପେକ୍ଷା କରି ଥିଲେ ମଧ୍ଯ, ସମାନେେ ଆମ୍ଭକୁ ମାନିଲେ ନହିଁ ଓ ଅନୁସରଣ କଲେ ନାହିଁ।

Ler em outra tradução

Comparar lado a lado