1 ପର୍ମେସର୍ ପୁର୍ବେ ବିନ୍ ବିନ୍ ବେଲାଇ ଆରି ବିନ୍ ବିନ୍ ବାଟେ ବବିସତ୍ବକ୍ତା ମନ୍କେ ପାଟାଇକରି, ଆମର୍ ଆନିଦାଦିମନର୍ ସଙ୍ଗ୍ କାତା ଅଇଲା ।
2 ମାତର୍ ଏ ସେସ୍ କାଲେ ତାର୍ ପଅକେ ପାଟାଇକରି ତାର୍ କାତା ଜାନାଇ ଆଚେ । ତାର୍ଲାଗି ଏ ଜଗତ୍ ତିଆର୍ କଲାଆଚେ ଆରି ଜଗତର୍ ସବୁ ବିସଇର୍ ଉପ୍ରେ ତାକେ ଅଦିକାର୍ ଦେଲାଆଚେ ।
3 ପର୍ମେସରର୍ ମଇମାର୍ ଉଜଲ୍ ମାପ୍ରୁ ଜିସୁର୍ଟାନେ ଡିସ୍ସି । ପର୍ମେସର୍ ଜେନ୍ତାରି ଆଚେ, ତାର୍ ପଅ ସେନ୍ତାରିସେ । ଜନ୍ ବପୁର୍ ବାକିଅ ପଅ କାତା ଅଇସି, ସେ ବାକିଅ ସଙ୍ଗ୍ ତିଆର୍କଲାଟା ସେ ସାସନ୍ କର୍ସି । ଆମର୍ ପାପର୍ ଲାଗି କେମା କରିସାରାଇଲା ପଚେ, ସେ ସର୍ଗେ ବାଅଡ୍ଲା । ଆରି ସବୁର୍ତେଇଅନି ବପୁ ରଇବା ପର୍ମେସରର୍ ଉଜାବାଟେ ସାସନ୍ କର୍ବାକେ ବସ୍ଲା ।
4 ପର୍ମେସର୍ ତାର୍ ପଅକେ ସରଗର୍ ଦୁତ୍ମନର୍ ଟାନେଅନି ମୁକିଅ କଲା ଆରି ସେମନର୍ଟାନେଅନି ତାକେ ବଡ୍ ନାଉଁ ଦେଲା ।
5 କାଇକେବଇଲେ, ପର୍ମେସର୍ ତାର୍ କନ୍ ଦୁତ୍କେ ମିସା ଏନ୍ତାରି କଏ ନାଇ,
6 ମାତର୍ ପର୍ମେସର୍ ଜେଡେବେଲେ ତାର୍ ପଣୁଆ ପଅକେ ଏ ଜଗତେ ପାଟାଇଲା, ସେ ଏନ୍ତାରି କଇରଇଲା,
7 ମାତର୍ ସରଗର୍ ଦୁତ୍ମନର୍ ବିସଇନେଇ ପର୍ମେସର୍ ଏନ୍ତାରି କଇରଇଲା,
8 ତାର୍ ପଅର୍ ବିସଇ ସେ ଏନ୍ତାରି କଇରଇଲା,
9 ସତ୍ ବିସଇ ମନ୍କରି ବିନ୍ ବିସଇ ଗିନ୍ କଲୁସ୍ନି ।
10 ସେ ଏନ୍ତାରି ମିସା କଇଲାଆଚେ,
11 ସେଟା ସବୁ ମାୟା ଅଇଜାଇସି, ମାତର୍ ତୁଇ ସବୁଦିନର୍ପାଇ ରଇସୁ ।
12 ଲୁଗା ଦୁନାଇକରି ସଙ୍ଗଇଲା ପାରା ତୁଇ ସେଟାମନ୍କେ ସଙ୍ଗଇସୁ ।
13 ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ,
14 ତେବର୍ପାଇ ପିଲାମନ୍ ସବୁ ରକତ୍ ମାଉଁସ୍ ମିସି ରଇବାକେ ସେ ମିସା ନିଜର୍ ସେ ରକାମ୍ ସିତି ମିସିଗାଲା, ଆରି ତାର୍ ମରନ୍ ସଙ୍ଗ୍ ମରନର୍ ଅଦିକାରି ସୟ୍ତାନ୍କେ ବିନାସ୍ କଲା ।